ବିଧାନସଭା ସମୟରେ ବିରୋଧି ଦଳର ହୋହାଲ୍ଲା

ଭୁବନେଶ୍ୱର: ଚଳତିବର୍ଷ ବିଧାନସଭା ଅଧିବେଶନ ସମୟରେ ଉଭୟ ବିରୋଧି ଦଳଏବଂ ବିଜେପିର ହୋହାଲା । ଜୟନାରାୟଣଙ୍କ ବିସ୍ପୋରଣ । ପୋଡିୟମ ତଳେ ଠିଆହୋଇ ପ୍ରତିବାଦ ଜଣାଇଲେ କଂଗ୍ରେସ କର୍ମୀ । ନବଦାସ ହତ୍ୟା, ଆଇନଶୃଙ୍ଖଳା ବିପର୍ଯ୍ୟୟ ନେଇ ପ୍ରତିବାଦ ଜଣାଇଇଲେ ।ରାଜ୍ୟପାଳଙ୍କ ଭାଷଣବେଳେ କଂଗ୍ରେସ ସଦସ୍ୟଙ୍କ ହୋହାଲା,ପାଟିତୁଣ୍ଡ, ନିଜ ଆସନରେ ଛିଡାହୋଇ ପ୍ରତିବାଦ ଜଣାଇଲେ କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ।

ରାଜ୍ୟପାଳଙ୍କ ଅଭିଭାଷରକୁ ବିରୋଧ କରି କଂଗ୍ରେସ ସଦସ୍ୟଙ୍କ କକ୍ଷତ୍ୟାଗ । ଅଭିଭାଷଣ ସମୟରେ ଉଭୟ କଂଗ୍ରେସ ଏବଂ ବିଜେନିର ହୋହାଲା । ବିଜେନିର କକ୍ଷତ୍ୟାଗ ଧାରଣା । ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଗନ କଲା ବିରୋଧୀ ବିଜେପି । ହାତରେ ବିଭିନ୍ନ ବ୍ଲୁପ୍ଲାଗ ଧରି କକ୍ଷତ୍ୟାଗରେ ଧରଣା ଦେଇଛନ୍ତି ବିଜେପି କର୍ମର୍ୀ ।

nis-ad
Leave A Reply

Your email address will not be published.