କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କଲେ ୧୪ଟି ଦେଶର ରାଷ୍ଟ୍ରଦୂତ

କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କଲେ ୧୪ଟି ଦେଶର ରାଷ୍ଟ୍ରଦୂତ । ସୂର୍ଯ୍ୟ ମନ୍ଦିର କାରୁକାର୍ଯ୍ୟ ଦେଖି ସେମାନେ ଅଭିଭୂତ ହୋଇଛନ୍ତି । ୧୨ଶହ ବଢେଇ ନିହାଣ ମୁହଣରେ ପଥରକୁ ଖୋଳି ଯେଉଁ କଳା ଭାସ୍କର୍ଯ୍ୟ କରିଯାଇଛନ୍ତି, ତାହା ଚିରସ୍ମରଣୀୟ ବୋଲି ସେମାନେ ମତପ୍ରକାଶ କରିଛନ୍ତି । ରାଷ୍ଟ୍ରଦୂତଙ୍କ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।  ଦେଢ଼ ପ୍ଲାଟୁନ ଫୋର୍ସ ଓ ୧୦ଜଣ ଅଫିସର ମୁତୟନ କରାଯାଇଥିଲା  ।

nis-ad
Leave A Reply

Your email address will not be published.