ବାସହୀନଙ୍କ ଆଶ୍ରୟସ୍ଥଳୀରେ ଦୀର୍ଘ ଏକ ସପ୍ତାହ ହେଲା କରେଣ୍ଟ ନଥିବା ଯୋଗୁଁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ…

ବ୍ରହ୍ମପୁର : ସ୍ଥାନୀୟ ପାୟଲ ହଲ ସମ୍ମୁଖରେ ଥିବା ସହରାଞ୍ଚଳ ବାସହୀନ ନିମନ୍ତେ ଥିବା ଆଶ୍ରୟସ୍ଥଳୀରେ ଦୀର୍ଘ ଏକ ସପ୍ତାହ ହେଲା କରେଣ୍ଟ ନ ଥିବା ଯୋଗୁଁ ସେଠାରେ ରହୁଥିବା ଗରିବ ଶ୍ରେଣୀର ଲୋକମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉ ଥିବା ଦେଖା ଦେଇଛି |

ତେଣୁ ଏଥିପ୍ରତି ବିଏମସି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବିଜେପି ପକ୍ଷରୁ ଦାବୀ ହୋଇଛି |ଏଥିରେ ବିଜେପି ର ଡ଼ଃ ସୁବାଷ ସାହୁ, ରାମ କୁମାର ପାତ୍ର, କେ ରବି ରାଓ, ସିରିଡ଼ି ବିକ୍ରମ, ସୁରଜ ଦାସ, ଚିଣ୍ଟୁ ଦାସ, ଶିଶିର ବେହେରା, ସୁମିତ ସ୍ୱାଇଁ ଙ୍କ ସମେତ ବିଜେପି ର ବହୁ କର୍ମକର୍ତ୍ତା ଆଶ୍ରୟ ଉପସ୍ଥିତ ଥିଲେ |

nis-ad
Leave A Reply

Your email address will not be published.