ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣା, ଜାମିନ୍‌ ଆବେଦନ କଲା ଅଭିଯୁକ୍ତ ଗୋପାଳ ଦାସ…

ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ଗିରଫ ହେଲା ଏଏସଆଇ ଗୋପାଳ ଦାସ । ଗିରଫ ପରେ ଏବେ ଜାମିନ୍‌ ଆବେଦନ କରିଛି ଅଭିଯୁକ୍ତ ଗୋପାଳ ଦାସ । ଝାରସୁଗୁଡ଼ା JMFC କୋର୍ଟରେ କରିଛି ଜାମିନ ଆବେଦନ। ଓକିଲଙ୍କ ଜରିଆରେ ଜାମିନ୍‌ ଆବେଦନ କରିଛି ଅଭିଯୁକ୍ତ ଗୋପାଳ।

ସେପଟେ ଗୋପାଳକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ଆଣି ଜେରା କଲେ ଅଧିକ ତଥ୍ୟ ମିଳିବ ବୋଲି କହିଛି କ୍ରାଇମ ବ୍ରାଞ୍ଚ୍‌ ।

nis-ad
Leave A Reply

Your email address will not be published.