ଭୁବନେଶ୍ୱର : ଆଜି କୋର୍ଟରେ ହାଜର ହୋଇପାରନ୍ତି ଶ୍ରଦ୍ଧାଞ୍ଜଳି। ଇଡି ପକ୍ଷରୁ ମନି ଲଣ୍ଡରିଂ ମାମଲାରେ ଚାର୍ଜସିଟ୍ରେ ଦୋଷୀ ଭାବେ ଦର୍ଶାଯାଇଛି। ଇଡି ଚାର୍ଜସିଟ୍ରେ ଶ୍ରଦ୍ଧାଞ୍ଜଳିଙ୍କୁ ଚତୁର୍ଥ ଅଭିଯୁକ୍ତ ଦର୍ଶାଯାଇଛି। ୨୪ ତାରିଖରେ ହାଜର ହେବାକୁ ଶ୍ରଦ୍ଧାଞ୍ଜଳିଙ୍କୁ ସମନ କରାଯାଇଥିଲା। ଅର୍ଚ୍ଚନା, ଖଗେଶ୍ୱର ଓ ଜଗବନ୍ଧୁ ଭିଡିଓ କନଫରେନ୍ସିଂରେ ହାଜର ହୋଇପାରନ୍ତି । ଅନ୍ୟପଟେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ୩ଟି ମୋବାଇଲ୍ର ଷ୍ଟାଟସ୍ ରିପୋର୍ଟ ଦେବେ SFSL। ଏହି ୩ଟି ମୋବାଇଲ୍ରେ ରହିଛି ଅର୍ଚ୍ଚନାଙ୍କ ହନି ଟ୍ରାପର କଳା କାହାଣୀ।
Sign in
Sign in
Recover your password.
A password will be e-mailed to you.
Next Post