ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘପକ୍ଷରୁ ମକର ମିଳନ ଉତ୍ସବ ଆୟୋଜିତ…

ମାଲକାନଗିରି: ସଦର ଲାଠିଆଗୁଡା ଠାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ମାଲକାନଗିରି ନଗରର ବନ୍ଦେ ମାତରଂ ବ୍ୟବସାୟ ଯୁକ୍ତ ଶାଖା ତରଫରୁ ଆଜି ମକର ମିଳନ ଉତ୍ସବ ପାଳନ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ରାମ ରାୟ ଭତରା (କୃଷକ) ଲାଠୀଆଗୁଡ଼ା ଓ ମୁଖ୍ୟ ବକ୍ତା ଶ୍ରୀ ମହେଶ୍ୱର ଭତ୍ରା (ବିଭାଗ ପ୍ରଚାରକ) ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଯୋଗଦେଇ ମକର ସଂକ୍ରାନ୍ତି ର ଶୁଭକାମନା ଦେବାସହ ଭାରତୀୟ ପର୍ବ ମକର ସଂକ୍ରାନ୍ତିର ବିଶେଷତା ଉପରେ ତଥ୍ୟ ରଖିଥିଲେ ।

nis-ad
Leave A Reply

Your email address will not be published.