ପୁରୁଷ ହକି ବିଶ୍ୱକପକୁ ନେଇ ସବୁଆଡ଼େ ଆନନ୍ଦର ଲହରୀ

ଉମରକୋଟ : ସୂଚନା ମୁତାବକ ପୁରୁଷ ହକି ବିଶ୍ୱ କପ ଖେଳ ପ୍ରତିଯୋଗିତା ଉଦଘାଟନ କୁ ନେଇ ପଞ୍ଚାୟତ ସମିତି ରୁ ଆରମ୍ଭ କରି ପ୍ରତ୍ୟେକ ପଞ୍ଚାୟତ ପର୍ଯ୍ୟନ୍ତ ବିଭିନ୍ନ ବାଜା ସହ ସାଂସ୍କୃତିକ କାର୍ଯକ୍ରମ ମାଧ୍ୟମରେ ଅନୁଷ୍ଠାନ କରାଯିବାର ଦେଖା ଯାଇଅଛି | ସ୍କୁଲ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ କାର୍ଯ୍ୟନୁଷ୍ଠାନ ଅପରାହନ୍ନ ୧ ଘଟିକାଠାରୁ ଛୁଟି କରି ଉଦଘାଟନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ | ଏହି ପୁରୁଷ ହକି ବିଶ୍ୱ କପ ଜାନୁଆରୀ ୧୩ ରୁ ଆରମ୍ଭ କରି ଜାନୁଆରୀ ୧୯ତାରିଖ ରେ ଶେଷ ହେବ |

nis-ad
Leave A Reply

Your email address will not be published.