ରାୟଗଡ଼ାରେ ଋଷୀୟ ସାଂସଦ ପାଭେଲ ଓ ବନ୍ଧୁଙ୍କ ମୃତ୍ୟୁ ଘଟଣା: ଡିଜିପି କହିଲେ ଇଣ୍ଟରପୋଲ ସହାୟତା ନିଆଯାଇପାରେ

ଭୁବନେଶ୍ବର: ଦୁଇ ଋଷୀୟ ନାଗରିକ ଭ୍ଲାଦିମିର ବୁଡେନୋଭ ଓ ରୁଷର କୋଟିପତି ସାଂସଦ ପାଭେଲ ଆଣ୍ଟୋଭଙ୍କ ମୃତ୍ୟୁ ଘଟଣାରେ ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚ। ଯଦି ଆବଶ୍ୟକ ପଡିଲେ ଇଣ୍ଟରପୋଲର ସହାୟତା ନିଆଯିବ । ଘଟଣାରେ ଦକ୍ଷ ପୋଲିସ ଅଫିସର ତଦନ୍ତ କରୁଛନ୍ତି। ଏ ପର୍ଯ୍ୟନ୍ତ କୌଣସି ଫାଉଲ ପ୍ଲେ ନାହିଁ ବୋଲି ପୋଲିସ ଡିଜି ସୁନୀଲ କୁମାର ବଂଶଲ ପ୍ରତିକ୍ରିୟାରେ କହିଛନ୍ତି।

ଋଷୀୟ ନାଗରିକ ଗ୍ଲାଗଲେଭ ଆଣ୍ଡ୍ରିଉ ଘଟଣାରେ ଡିଜିପିଙ୍କ ସୂଚନା । ଘଟଣାରେ କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ବିଭାଗ ନଜର ରଖିଛି। କାର୍ଯ୍ୟାନୁଷ୍ଠାନର ଆବଶ୍ୟକ ହେଲେ ଓଡ଼ିଶା ପୋଲିସ ଆକ୍ସନ୍‌ ନେବ।

nis-ad
Leave A Reply

Your email address will not be published.