ବଳଙ୍ଗା ଗୋପୀନାଥପୁର ପାଟଣା ଗାଁରେ ବୃଦ୍ଧାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଠାବ

ପିପିଲି:  ପିପିଲି ବଳଙ୍ଗା ଗୋପୀନାଥପୁର ପାଟଣା ଗାଁରେ ଚାଞ୍ଚଲ୍ୟ। ଠାବ ହେଲା ବୃଦ୍ଧାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ। ଘଟଣାସ୍ଥଳରେ ବଳଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। କିଏ ଏପରି ଘଟଣା ଘଟାଇଲା ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାହା ଜଣାପଡିନି।

nis-ad
Leave A Reply

Your email address will not be published.