ଅଗ୍ନିକାଣ୍ଡରେ ଜଳିଗଲା ଧାନ ଗଦା…

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଆଜି ସନ୍ଧ୍ୟା ସାଢେ ୭ ଟା ସମୟରେ ଅଗ୍ନିକାଣ୍ଡ ଘଟି ନାରାୟଣ ସାହୁଙ୍କ ଦଶ ଭରଣର ଧାନ ଗଦା ଜଳି ପାଉଁଶ ହୋଇ ଯାଇଥିବା ବେଳେ ଆଉ ୩ ଟି ଧାନ ଗଦା ଅଳ୍ପକେ ବର୍ତ୍ତି ଯାଇଛି l ଉକ୍ତ ଖଳାରେ ୪ଟି ଧାନ ଗଦା ଥିବା ବେଳେ ମଝିରେ ଥିବା ନାରାୟଣଙ୍କ ଧାନ ଗଦାରେ କେମିତି ପୋଡ଼ିଲା ବୋଲି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି l ଖବର ପାଇ ବୁଗୁଡ଼ା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l

nis-ad
Leave A Reply

Your email address will not be published.