ଟିକସଫାଙ୍କି ଅଭିଯୋଗରେ ସିଟି ଜିଏସଟି ବିଭାଗ ପକ୍ଷରୁ ମାଲକାନଗିରି ରେ ଚଢାଉ

ମାଲକାନଗିରି : ଆଜି ମାଲକାନଗିରି ସଦରମହକୁମା ରେ ଥିବା ଆର କେ ଇଲେକ୍ ଟ୍ରୋନିସ ଦୋକାନରେ ଆୟକର ଫାଙ୍କିବା କୁନେଇ ଜୟପୁର ସିଟି ଜିଏସଟି ବିଭାଗ ପକ୍ଷରୁ ଚଡାଉ କରାଯାଇଛି । ଏହି ଚଢ଼ାଉରେ ଡେପୁଟି କମିଶନର ଏନ୍ଫୋର୍ସ ମେଣ୍ଟ ଅଧିକାରୀ ସାମିଲ ରହିଥିଲେ । ସେ କହିଛନ୍ତି ଯେ ଏହାଏକ ରୁଟିନ ପ୍ରକ୍ରିୟା ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ଯାଂଚ ରୀତିମତ ହେଉଥିବା ବେଳେ ଆଜି ଆମେ ଏହି ଦେକାନ ର ସମସ୍ତ ନଥିପତ୍ର ଓ ଷ୍ଟକ ଯାଂଚ କରିଥିଲୁ । ବର୍ତ୍ତମାନ ଆମେ ସମସ୍ତ କାଗଜପତ୍ର ଓ ଷ୍ଟକ ସାଙ୍ଗେ ନେଇ ଯାଉଛୁ ଆଗାମିଦିନରେ ତଦନ୍ତପରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.