ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ମାରିଥିବା ଅଭିଯୋଗ

ଭୁବନେଶ୍ୱର : ଭୁବନେଶ୍ୱରରେ ନିଶା ନିବାରଣ କେନ୍ଦ୍ରରେ ପିଟି ମାରିଥିବା ଅଭିଯୋଗ । ମୃତ ଯୁବକ ଜଣକ ହେଲେ ରାଜୀବ ଶ୍ରୀ ଚନ୍ଦନ, ବୟସ ୩୮। ଘର ଡୁମଡୁମାଫେଜ ୨ । ଗତ ୨୪ ତାରିଖରେ କୋଳଥିଆର ଏକ ନିଶା ନିବାରଣ କେନ୍ଦ୍ରରେ ଆଡ଼ମିଟ ହୋଇଥିଲେ ।

ଖଣ୍ଡଗିରି ଥାନରେ ଏ ନେଇ ଅଭିଯୋଗ । ରାଜୀବ ଟ୍ରେଜରୀରେ ଚାକିରି କରୁଥିଲେ । ଘଟଣାର ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବାକୁ ଅନୁରୋଧ କଲେ ସ୍ଥାନୀୟ ଲୋକେ ।

nis-ad
Leave A Reply

Your email address will not be published.