ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ସେବା ଦିବସ ଭାବେ ପାଳନ କଲା ରାଉରକେଲା ବିଜେଡି

ରାଉରକେଲା : ଓଡିଶାର ବିକାଶ ପୁରୁଷ, ରାଜ୍ୟ ବିଜୁ ଜନତା ଦଳର ସଭାପତି,ଦେଶର ଗର୍ବ ଗୌରବ ଆଦର୍ଶ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ୭୭ତମ ଜନ୍ମଦିନ ଉପଲକ୍ଷେ,ରାଉରକେଲା ବିଜେଡି ଜିଲ୍ଲା ସଭାପତି,ଜିଲ୍ଲା ଯୋଜନା କମିଟି ଅଧକ୍ଷ,ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକଙ୍କ ନେତୃତ୍ବରେ,ରାଉରକେଲା ତଥା ରାଜ୍ୟ ନେତୃବୃନ୍ଦମାନଙ୍କ ସହଯୋଗରେ,ରାଉରକେଲା ସରକାରୀ ଚିକିତ୍ସାଳୟ ଠାରେ,ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦେଶକୁ (ରକ୍ତବିନା ମୋ ରାଜ୍ୟର କୌଣସି ରୋଗୀ ମୃତ୍ୟୁ ବରଣ ନକରନ୍ତୁ) ସେବା ଦିବସ ଭାବେ ପାଳନକରି ସ୍ଥାନୀୟ ଯୁବକ ଓ ଯୁବତୀ ମାନଙ୍କ ସହଯୋଗରେ ଓଡିଶା ମୋ ପରିବାରର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୧୧୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି । ଏହାସହିତ ଚିକିଛାଧୀନ ଥିବା ସମସ୍ତ ରୋଗୀଙ୍କୁ ବିଜେଡି ମହିଳା ନେତ୍ରୀମାନଙ୍କ ସାହଯୋଗରେ ଫଳ,ବ୍ରେଡ,ବିସ୍କୁଟ ବଣ୍ଟନ କରାଯାଇ ଥିଲା । କାର୍ଜ୍ୟକ୍ରମ ଗୁଡିକରେ ନଗର ସଭାପତି ଗଗନ ପଣ୍ଡା,ଯୁବ ସଭାପତି ସୁଶାନ୍ତ ରାଉତ [ବୁବୁଲି], ରାଜ୍ୟ ମହିଳା ଉପସଭାପତି ଶ୍ରୀମତୀ ରଶ୍ମିବାଳା ମିଶ୍ର, ପୂର୍ବତନ ସଭାପତି ଆନନ୍ଦ ଚନ୍ଦ୍ର ମହାନ୍ତି,ରାଜ୍ୟ ଯୁବ ସାଧାରଣ ସମ୍ପାଦକ ସୁବାସ ସ୍ଵାଇଁ,ରାଜ୍ୟ ଛାତ୍ର ସମ୍ପାଦକ ଡି ଅଭିକ କୁମାର,ଏବଂ ଦୁଷ୍ମନ୍ତ ରାଉତରାୟ, ଜିଲା ଉପସଭାପତି ସୁଦାମ ଦାଶ, ମହିଳା ସଭାନେତ୍ରୀ ଯୋଶନା ନାୟକ,ଆଇନିଜୀବୀ ଜୋନ ସଞ୍ଜୋଯୋକ ସନ୍ତୋଷ ନାୟକ, ୮ନମ୍ବର ଜୋନ ନେତା ନାରାୟଣ ପ୍ରଧାନ, ଜର୍ଜ ଆନନ୍ଦ, ହରମୋହନ ମୋହାପାତ୍ର, ବ୍ରିଜେସ ମୋହତୋ, ସୁନନ୍ଦା ସେନାପତି, ପୀତବାସ କାଣ୍ଡି, ଅଶେଷ ମହାନ୍ତି,ଛବି ମହାନ୍ତି,ନିରଞ୍ଜନ ଚୌଧୁରୀ, ବରିଷ୍ଟ ନେତା ଶ୍ରୀଚରଣ ମହାନ୍ତି, ଶ୍ୟାମସୁନ୍ଦର ପଣ୍ଡା, ଅନୁପମ ରାୟ, ଯୁବ ନେତା କାବୁଲି ପ୍ରତିହାରୀ,ପିଙ୍କୁ ଜୟସ୍ଵଳ,ସୁଧାଂଶୁ ସାମଲ, ପପୁ ମହାନ୍ତି,ସଶାଙ୍କ ଶେଖର ପ୍ରଧାନ,ଶିଶିର ମୁଦୁଲି,ନବ ସ୍ଵାଇଁ,ସଞ୍ଜୟ ସାମଲ,ଭରତ ଦାସ, ସୁମନ୍ତ ଦାସ ପ୍ରମୁଖ ଯୋଗ ଦେଇ ସଫଳ କରିଥିଲେ ।

ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ୧୧୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା

ରାଉରକେଲା(ବସନ୍ତ କୁମାର ଜେନା): ଓଡିଶାର ବିକାଶ ପୁରୁଷ, ରାଜ୍ୟ ବିଜୁ ଜନତା ଦଳର ସଭାପତି,ଦେଶର ଗର୍ବ ଗୌରବ ଆଦର୍ଶ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ୭୭ତମ ଜନ୍ମଦିନ ଉପଲକ୍ଷେ,ରାଉରକେଲା ବିଜେଡି ଜିଲ୍ଲା ସଭାପତି,ଜିଲ୍ଲା ଯୋଜନା କମିଟି ଅଧକ୍ଷ,ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକଙ୍କ ନେତୃତ୍ବରେ,ରାଉରକେଲା ତଥା ରାଜ୍ୟ ନେତୃବୃନ୍ଦମାନଙ୍କ ସହଯୋଗରେ,ରାଉରକେଲା ସରକାରୀ ଚିକିତ୍ସାଳୟ ଠାରେ,ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦେଶକୁ (ରକ୍ତବିନା ମୋ ରାଜ୍ୟର କୌଣସି ରୋଗୀ ମୃତ୍ୟୁ ବରଣ ନକରନ୍ତୁ) ସେବା ଦିବସ ଭାବେ ପାଳନକରି ସ୍ଥାନୀୟ ଯୁବକ ଓ ଯୁବତୀ ମାନଙ୍କ ସହଯୋଗରେ ଓଡିଶା ମୋ ପରିବାରର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୧୧୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି । ଏହାସହିତ ଚିକିଛାଧୀନ ଥିବା ସମସ୍ତ ରୋଗୀଙ୍କୁ ବିଜେଡି ମହିଳା ନେତ୍ରୀମାନଙ୍କ ସାହଯୋଗରେ ଫଳ,ବ୍ରେଡ,ବିସ୍କୁଟ ବଣ୍ଟନ କରାଯାଇ ଥିଲା । କାର୍ଜ୍ୟକ୍ରମ ଗୁଡିକରେ ନଗର ସଭାପତି ଗଗନ ପଣ୍ଡା,ଯୁବ ସଭାପତି ସୁଶାନ୍ତ ରାଉତ [ବୁବୁଲି], ରାଜ୍ୟ ମହିଳା ଉପସଭାପତି ଶ୍ରୀମତୀ ରଶ୍ମିବାଳା ମିଶ୍ର, ପୂର୍ବତନ ସଭାପତି ଆନନ୍ଦ ଚନ୍ଦ୍ର ମହାନ୍ତି,ରାଜ୍ୟ ଯୁବ ସାଧାରଣ ସମ୍ପାଦକ ସୁବାସ ସ୍ଵାଇଁ,ରାଜ୍ୟ ଛାତ୍ର ସମ୍ପାଦକ ଡି ଅଭିକ କୁମାର,ଏବଂ ଦୁଷ୍ମନ୍ତ ରାଉତରାୟ, ଜିଲା ଉପସଭାପତି ସୁଦାମ ଦାଶ, ମହିଳା ସଭାନେତ୍ରୀ ଯୋଶନା ନାୟକ,ଆଇନିଜୀବୀ ଜୋନ ସଞ୍ଜୋଯୋକ ସନ୍ତୋଷ ନାୟକ, ୮ନମ୍ବର ଜୋନ ନେତା ନାରାୟଣ ପ୍ରଧାନ, ଜର୍ଜ ଆନନ୍ଦ, ହରମୋହନ ମୋହାପାତ୍ର, ବ୍ରିଜେସ ମୋହତୋ, ସୁନନ୍ଦା ସେନାପତି, ପୀତବାସ କାଣ୍ଡି, ଅଶେଷ ମହାନ୍ତି,ଛବି ମହାନ୍ତି,ନିରଞ୍ଜନ ଚୌଧୁରୀ, ବରିଷ୍ଟ ନେତା ଶ୍ରୀଚରଣ ମହାନ୍ତି, ଶ୍ୟାମସୁନ୍ଦର ପଣ୍ଡା, ଅନୁପମ ରାୟ, ଯୁବ ନେତା କାବୁଲି ପ୍ରତିହାରୀ,ପିଙ୍କୁ ଜୟସ୍ଵଳ,ସୁଧାଂଶୁ ସାମଲ, ପପୁ ମହାନ୍ତି,ସଶାଙ୍କ ଶେଖର ପ୍ରଧାନ,ଶିଶିର ମୁଦୁଲି,ନବ ସ୍ଵାଇଁ,ସଞ୍ଜୟ ସାମଲ,ଭରତ ଦାସ, ସୁମନ୍ତ ଦାସ ପ୍ରମୁଖ ଯୋଗ ଦେଇ ସଫଳ କରିଥିଲେ ।

nis-ad
Leave A Reply

Your email address will not be published.