ଗାନ୍ଧୀ ଜୟନ୍ତୀ ପାଳିତ : ଯୋଗ ଦେଲେ ଛତିଶଗଡ଼ ର ଶିଳ୍ପ ଓ ଅବକାରୀ ବିଭାଗ ମନ୍ତ୍ରୀ କବାସୀ ଲକ୍ଷ୍ମା…

ମାଲକାନଗିରି :ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳ ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ କଂଗ୍ରେସ କର୍ମୀ ଉପସ୍ଥିତ ଥିବା ସହ ଛତିଶଗଡ଼ ର ଇଣ୍ଡରଷ୍ଟ୍ରିଆଲ ଓ ଅବକାରୀ ବିଭାଗ ମନ୍ତ୍ରୀ କବାସୀ ଲକ୍ଷ୍ମା ଯୋଗ ଦେଇଥିଲେ । ପ୍ରଥମେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଫୋଟ ଉପରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ ଦେଶକୁ ସ୍ୱାଧୀନ କରିବାରେ ଏମାନଙ୍କ ଭୂମିକା ସମ୍ବନ୍ଧରେ ଆଲୋଚନା କରିଥିଲେ । ଏବଂ ରାହୁଲ ଗାନ୍ଧୀ ଯେଉଁ ଦେଶ ଜୋଡ ଆନ୍ଦୋଳନ କରୁଛନ୍ତି । ଏହି ଆନ୍ଦୋଳନ ରେ ସମସ୍ତ କଂଗ୍ରେସ କର୍ମୀଙ୍କ ସହ ସାଧାରଣ ଲୋକ ମଧ୍ୟ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ।

nis-ad
Leave A Reply

Your email address will not be published.