ମୋଦିକେୟାର ସମାବେଶ : ୪୦୦ରୁ ଉର୍ଦ୍ଧ୍ବ ସଦସ୍ୟଙ୍କ ଯୋଗଦାନ 

ଫୁଲବାଣୀ : ସ୍ଥାନୀୟ ଗାନ୍ଧି ସ୍ମୃତି ଭବନଠାରେ ମୋଦିକେୟାରର ସମାବେଶ ପାଳିତ ହୋଇ ଯାଇଛି । ଏହି ସମାବେଶ ରେ ମୁଖ୍ୟ ଅତିଥି ଭାବେ  ଟ୍ରିପଲ ବ୍ଲାକ ଡ଼ାଇମଣ୍ଡ ର ନିର୍ଦ୍ଦେଶକ ଗୋପାଳଚନ୍ଦ୍ର ସାହୁ  ଯୋଗ ଦେଇଥିବା ବେଳେ , ମୁଖ୍ୟବକ୍ତା ଭାବରେ ଯେ ପି ସୁନ୍ଦରାୟ (ଏ ଏସ ଏମ ) ଯୋଗ ଦେଇଥିଲେ। ତାଙ୍କୁ ମୋଦି କେୟାର ପରିବାର ସଦସ୍ୟ ମାନେ ଭବ୍ୟ ସମ୍ଭର୍ଦ୍ଧନା ଓ ପୁଷ୍ପ ଗୁଚ୍ଛ ଦେଇ ପାଛୋଟି ନେଇଥିଲେ। ଏହି ସମାବେଶରେ ବାପୁ ପୃଷ୍ଟି ସଭା ପରିଚାଳନା କରିଥିଲେ । ମୁଖ୍ୟ ବକ୍ତା ଯେ ପି ସୁନ୍ଦରାୟ ଅତି ସରଳ ଭାବରେ ସମସ୍ତ ସଦସ୍ୟ ମାନଙ୍କୁ ମୋଦିକେୟାରରେ କିଭଳି କାମ କରିବେ ଏବଂ ଭଲ ରୋଜଗାର କରିପାରିବେ ବୋଲି ବୁଝାଇଥିଲେ । ବିନା ପୁଞ୍ଜିରେ କିଭଳି ରୋଜଗାର କରି ଉତ୍ତମ ସ୍ୱାସ୍ଥ୍ୟ ବାନ ହୋଇପାରିବେ ତାହା ବୁଝାଇଥିଲେ।ଏହି ଅବସରରେ ମୋଦି କେର ର ବଡ଼ ଲିଡର ମାନେ ଯୋଗ ଦେଇଥିଲେ l ସେମାନେ ହେଲେ ଡିନେନ୍ଦ୍ର ନାଥ ପାତ୍ର, ସୁକାନ୍ତ କୁମାର ସାହୁ, ସନ୍ତୋଷ କୁମାର କହଁର, ଅରବିନ୍ଦବେହେରା, ଅନିଲ କୁମାର ପଣ୍ଡା, ରାମ ଚନ୍ଦ୍ର ବେହେରାଙ୍କ ସହ ପ୍ରତ୍ୟେକ ଡାଇରେକ୍ଟର ମାନେ ଉପସ୍ଥିତ ଥିଲେ । ସଭା ଗୃହରେ ୪୦୦ରୁ ଉର୍ଦ୍ଧ  ମୋଦି କେର ସଦସ୍ୟ ମାନେ ଦୀର୍ଘ ସମୟ ଧରି ଧରି ମୂଖ୍ୟ ଆକର୍ଷଣ  ଗୋପାଳ ଚନ୍ଦ୍ର ସାହୁଙ୍କ ବକ୍ତବ୍ୟ  ଶୁଣିବା ସହ କିଛି ଜାଣିବା  ପାଇଁ ଧର୍ଯ୍ୟ ଧରି ଅପେକ୍ଷା କରି ରହିଥିଲେ । ମୋଦି କେର ପରିବାରର ସମସ୍ତ ସଦସ୍ୟ ମାନଙ୍କୁ ସ୍ବପ୍ନ ଦେଖିବା ପାଇଁ ପରାମର୍ଶ ଦେଇଥିଲେ  ଏବଂ ତାଙ୍କ ଜୀବନୀ ବିଷୟରେ ଏକ ଚାଷୀ ପରିବାର ରେ ଜନ୍ମ ହୋଇ ଏତେ ବାଟ ଆଗେଇ ଆସିଛନ୍ତି କିପରି ତାହା ବର୍ଣ୍ଣନା କରିଥିଲେ । ଧିନେନ୍ଦ୍ର ନାଥ ପାତ୍ର ଏବଂ ଅରବିନ୍ଦ ବେହେରା ସମସ୍ତ ଦାୟିତ୍ଵ ନେଇ ଏଇ ସମାବେଶ କୁ ସୁଚାରୁ ରୂପେ ତୁଲାଇ ଥିଲେ। ଏହି ସମାବେଶରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ନିମନ୍ତ୍ରିତ କରା ଯାଇଥିଲା।

nis-ad
Leave A Reply

Your email address will not be published.