ଓଡ଼ିଶା ପୋଲିସର ସ୍ପେଶାଲ୍‌ ଡ୍ରାଇଭ୍‌: ୧୦ ଦିନରେ ଘରକୁ ଫେରିଲେ ୨୨ଶହ ୩୧ ଜଣ ନିଖୋଜ

ଭୁବନେଶ୍ୱର:ହଜି ଯାଇଥିବା ଲୋକଙ୍କୁ ଖୋଜିବା ପାଇଁ ଓଡ଼ିଶା ପୋଲିସର ସ୍ପେଶାଲ୍‌ ଡ୍ରାଇଭ୍‌ । ୧୦ ଦିନରେ ଘରକୁ ଫେରିଲେ ୨୨ଶହ ୩୧ ଜଣ ନିଖୋଜ । ଏମାନଙ୍କ ଭିତରେ ଅଛନ୍ତି ୧୫ଶହ ୩୬ ଜଣ ମହିଳା । ୩୯୦ ଜଣ ପୁରୁଷ ସେମାନଙ୍କ ପରିବାରକୁ ଫେରିଛନ୍ତି ।

ସେହିପରି ଏହି ସ୍ୱତନ୍ତ୍ର ଅଭିଯାନରେ ଘରକୁ ଫେରିଛନ୍ତି ୨୭୨ ନାବାଳକ ଓ ୩୩ ଜଣ ନାବାଳିକା । ସେପ୍ଟେମ୍ବର ୧ ତାରିଖରୁ ୧୦ ତାରିଖ ଯାଏ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଚଳାଇଥିଲା ପୋଲିସ ।

nis-ad
Leave A Reply

Your email address will not be published.