ଭୁଶୁଡ଼ିଲା ଭାର୍ଗବୀ ନଦୀ ବନ୍ଧ, ଭୟଭୀତ ୫ ପଞ୍ଚାୟତ ବାସିନ୍ଦା

ନିମାପଡା : ସତ୍ୟବାଦୀ ବ୍ଲକ ଗବକୁଣ୍ଡ ନିକଟରେ ଭୁଶୁଡି ପଡିଛି ଭାର୍ଗବୀ ନଦୀ ବନ୍ଧ । କାଲି ବିଳମ୍ବିତ ରାତିରେ ପ୍ରାୟ ୨୦୦ଫୁଟ ନଦୀ ବନ୍ଧ ଧସେଇ ପଡ଼ିଥିବା ଦେଖିବାକୁ ମିଳିଛି । ବନ୍ଧର ଏମିତି ଅବସ୍ଥା ଦେଖି ନଦୀ କୁଳିଆ ପାଞ୍ଚଟି ପଞ୍ଚାୟତର ବାସିନ୍ଦା ଏବେ ଭୟଭୀତ ହୋଇପଡିଛନ୍ତି । ତେବେ ଏବେ ଯାଏଁ ଏହି ଘଟମା ପରେ କେହି ପ୍ରଶାସନିକ ଅଧିକାରୀ ସେଠାରେ ପହଁଚି ନାହାଁନ୍ଥିତି । ଆଗକୁ ଲୋକେ କଣ କରିବେ ସେନେଇ ଚିନ୍ତାରେ ଅଛନ୍ତି ।

nis-ad
Leave A Reply

Your email address will not be published.