ହୀରାକୁଦରୁ ୪ ଟି ଗେଟ୍ ଦେଇ ବନ୍ୟା ଜଳ ନିସ୍କାସନ ଜାରି

ସମ୍ବଲପୁର: ବର୍ତମାନ ହୀରାକୁଦ ଜଳ ଭଣ୍ଡାରର ମାତ୍ର ୪ ଟି ଗେଟ୍ ଖୋଲା ରହିଛି । ଆଜି ସକାଳେ ୨୦ ଟି ଗେଟ ଖୋଲାଥିଲା । ପର୍ଯ୍ୟାୟ କ୍ରମେ ଆଜି ୧୬ ଟି ଗେଟ ବନ୍ଦ କରାଯାଇ ଆଉ ମାତ୍ର ୪ ଟି ଗେଟ୍ ଦେଇ ବନ୍ୟା ଜଳ ନିସ୍କାସନ କରାଯାଉଛି । ବର୍ତମାନ ହିରାକୁଦ ଜଳ ଭଣ୍ଡାରର ଜଳ ସ୍ତର ୬୨୦.୫୦ ଫୁଟ ରହିଛି ।

nis-ad
Leave A Reply

Your email address will not be published.