ସୁନ୍ଦରଗଡ଼ରେ ଶହେ ସିଟ ବିଶିଷ୍ଟ ମେଡିକାଲ କଲେଜ ସ୍ଥାପନ ଅନୁମୋଦନ କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ବିଜେଡ଼ି…

ସୁନ୍ଦରଗଡ଼ -: ସୁନ୍ଦରଗଡରେ ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ଖୋଲିବା ପାଇଁ ରାଜ୍ୟ ସରକାର ଅନୁମୋଦନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁନ୍ଦରଗଡ଼ ବିଜୁ ଜନତା ଦଳ ପକ୍ଷରୁ ହାର୍ଦ୍ଧିକ କୃତଜ୍ଞତା କରାଯାଇଥିଲା l ଏ ଅବସରରେ ଜିଲ୍ଲା ବିଜେଡି ସଭାପତି ବିନୟ ଟପ୍ପୋଙ୍କ ସଂଯୋଜନାରେ ଡି.ଆର.ଡି.ଏ ଛକରେ ବିଜୁ ଜନତା ଦଳର କର୍ମୀମାନେ ବିଭିନ୍ନ ସ୍ଲୋଗାନ୍ ଦେଇ ବାଣ ଫୁଟାଇବା ସହ ମିଠା ବାଣ୍ଟି ଖୁସି ମନାଇଥିଲେ l ଏହି କାର୍ଯ୍ୟକ୍ରମରେ ରା଼ଉଲକେଲା ବିଧାୟକ ଏବଂ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ,ସୁନ୍ଦରଗଡ଼ ପୌର ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡା,ରାଜ୍ୟ ବିଜୁ ଯୁବ ଜନତା ଦଳ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାଏକ, ପୁର୍ବତନ ଏସ.ଡି.ସି ଅଧ୍ୟକ୍ଷ ସନ୍ତୋଷ ଅମାତ୍ ,ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଦେବେନ୍ଦ୍ର ପ୍ରସାଦ ମାଝୀ,ବରିଷ୍ଠ ନେତା ଗୋପ ମହାନ୍ତି,କୁନୁ ତ୍ରିପାଠି, ଗୌରାଙ୍ଗ ଧଳ,କାଉନସିଲର ବେଣୁଧର ତାଣ୍ଡିଆ,ଅନିଲ ମହାପାତ୍ର,ସୁମନ୍ତ ସାହୁ,ସୁଶୀଲା ନାଗ,ଦୁଶୀଲା ଦାଣ୍ଡସେନା,ଚିରସ୍ମିତା ଯୋଶି, କୈଳାଶ ତନ୍ତି, ରଜନୀ ରୋହିଦାସ, ରାଜ୍ୟ ଯୁବ ବିଜେଡି ସମ୍ପାଦକ ମୁକେଶ ପୁରୋହିତ, ମହେଶ ନାଗ୍ ,ଶିବାଜି ନାଏକ,ଧୀରଜ ପ୍ରସାଦ,ବିଶ୍ମୟ ପଟ୍ଟନାୟକ, ସୁବ୍ରତ ନାଏକ,ସୁଶାନ୍ତ ଦେବ,ପରବେଜ ଖାନ,ହିମାାଂଶୁ ପଣ୍ଡା,ଅଶୋକ ମହାନ୍ତି,କୌଶିକ ପଟେଲ,ଅନିରୁଦ୍ଧ ସାହୁ,ରାଜା ହୋତା, ଶୁଭମ ଗୁରୁ,ପ୍ରଣବ ଆଛାର୍ଯ୍ୟ,ସନ୍ତୋଷ ସାହୁ,ରୋଶନ ସାହୁ,ଜୟଦେବ ବାରିକ,ଅଜୟ ସାହୁ,ସୁନିଷ୍ ପୂଝାରି,ଅମିତ ସାହୁ,ତାପସ ପଣ୍ଡା,ନିଖିଳ ସାହୁ,ବିଜୟ ମିଞ୍ଜ,ଅକ୍ଷୟ ନାଏକ,ରାସ ସରାଫ, ସୁନୀଲ ମହାପାତ୍ର୍ ପ୍ରମୁଖ ଉପସ୍ଥିତ ଥିଲେ ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.