ରାଜ୍ୟରେ ହାତୀ ମୃତ୍ୟୁ ପ୍ରସଙ୍ଗ: ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ

କଟକ, ୦୫।୦୭: ରାଜ୍ୟରେ ହାତୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ଶୁଣାଣୀ କରିଛନ୍ତି ହାଇକୋର୍ଟ । ଆସାମ ଢାଞ୍ଚାରେ କଡା ଆଇନ୍ ଆଣିବା ସମ୍ପର୍କିତ ମାମଲାରେ ଆଜି ଶୁଣାଣି ହୋଇଥିଲା । ଏନେଇ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରିକରିଛନ୍ତି ହାଇକୋର୍ଟ । ଆସନ୍ତା, ୨୫ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ହେବା ନେଇ କୋର୍ଟ ଧାର୍ଯ୍ୟ କରିଛନ୍ତି ।

nis-ad
Leave A Reply

Your email address will not be published.