ସର୍ବଶ୍ରେଷ୍ଠ ଆଦାୟକକାରି ସମ୍ମାନୀତ

ମାଲକାନଗିରି (୧୬/୦୬) : ଆଜି ଜିଲ୍ଲା ସଦରମହକୁମାରେ ଟାଟା ପାୱାର୍ ତରଫରୁ ଉତ୍ତମ ଇଲେକ୍ଟ୍ରିକ୍ ରେଭିନ୍ୟୁ କଲେକ୍ଟର୍ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ସର୍ବଶ୍ରେଷ୍ଠ ଆଦାୟକାରୀ ରୁପେ ଶ୍ରୀ ପ୍ରଶଞ୍ଜିତ୍ ଦାସ୍ ୯ ଦିନରେ ମୋଟ ୪,୫୦,୫୭୬ ଟଙ୍କା (ଚାରି ଲକ୍ଷ ପଚାଶ ହଜାର ପଞ୍ଚଶହ ଛସ୍ତରି ଟଙ୍କା ମାତ୍ର) କରିଥିଲେ l ଅନ୍ୟମନଙ୍କ ମଧ୍ୟରେ ଶ୍ରୀ ରଞ୍ଜନ୍ ବାଘ ଓ ଚିନମ୍ ତପନ୍ କୁମାର ମଧ୍ୟ ସମ୍ମାନୀତ ହୋଇଛନ୍ତି l ଏହି କର୍ଯ୍ୟକ୍ରମରେ ମୁମ୍ବାଇ ରୁ ଆସିଥିବା ପରିଚାଳକ ଶ୍ରୀ ନଗେଶ୍ ଭରଦ୍ୱାଜ୍, ମାଲକାନଗିରି କନିଷ୍ଠ ଯନ୍ତ୍ରୀ ଶ୍ରୀ ପ୍ରଦେଶ ନାୟକ , ଶ୍ରୀ ବ୍ରଜେନ୍ଦ୍ର ପ୍ରଧାନ ରେଭିନ୍ୟୁ ଅଧିକାରୀ, ଆକାଉଣ୍ଟେଣ୍ଟ୍ ଶ୍ରୀ ସଞ୍ଜିବ୍ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.