ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସିବିଆଇରେ ଏତଲା ଦେଲା ଶ୍ରୀ ଜଗନ୍ନାଥ ସେନା

ଭୁବନେଶ୍ୱର: ସିବିଆଇରେ ପହଞ୍ଚିଲା ଶ୍ରୀମନ୍ଦିର ପ୍ରକଳ୍ପ ବିବାଦ ପ୍ରସଙ୍ଗ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ସିବିଆଇରେ ଫେରାଦ ହୋଇଛି ଶ୍ରୀ ଜଗନ୍ନାଥ ସେନା । ଶ୍ରୀ ଜଗନ୍ନାଥ ସେନା ପୁରୀ ଜିଲ୍ଲାପାଳ, ଏଏସଆଇ, ଶ୍ରୀମନ୍ଦିର ପ୍ରଶାସନ, ଟାଟା ଏବଂ ଓବିସିସି ବିରୋଧରେ ସିବିଆଇରେ ଅଭିଯୋଗ କରିଛି ।

nis-ad
Leave A Reply

Your email address will not be published.