ପୁରୀ ବେଳାଭୂମିରେ ବିଚ୍ କନେକ୍ଟ କାର୍ଯ୍ୟକ୍ରମ

ପୁରୀ : ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ବିଚ୍ କନେକ୍ଟ କାର୍ଯ୍ୟକ୍ରମ । ତୃତୀୟ ଥର ପାଇଁଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବେଳାଭୂମିକୁ ସ୍ବଚ୍ଛ ନିର୍ମଳ ଆବର୍ଜନା ମୁକ୍ତ ରଖିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି । ସକାଳ ୫ଟା ୩୦ରୁ ବେଳାଭୂମି ସଫେଇ ଚାଲିଛି ।

ସେହିପରି ବିଚ୍ ଯୋଗ, ଭଲିବଲ, କୁଇଜ୍ , ଫନି ଗେମ୍ସ , ନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆଯୋଜନ କରାଯାଇଛି ।

ମାସର ପ୍ରଥମ ଓ ଶେଷ ରବିବାର ଏହି କାର୍ଯ୍ୟକ୍ରମ ହେଉଛି । ସକାଳ ୫ଟା ୩୦ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୮ଟା ୩୦ ଯାଏଁ ଚାଲିଥାଏ ।

nis-ad
Leave A Reply

Your email address will not be published.