ରାଜଧାନୀରେ ଖୋଲିବ ୧୪ ଡ୍ୟାନ୍ସବାର

ଭୁବନେଶ୍ୱର: ସର୍ତ୍ତରେ ରାଜଧାନୀରେ ଖୋଲିବ ଡ୍ୟାନ୍ସବାର । ୧୪ ଟି ଡ୍ୟାନ୍ସ ବାରକୁ ଅନୁମତି ମିଲିଛି । ୧୮ ଟି ସର୍ତ୍ତ ମାନିବାକୁ ଡ୍ୟାନ୍ସ ବାରକୁ ନିର୍ଦ୍ଦେଶ ଦିଆଯାଇଛି । ସର୍ତ୍ତ ନ ମାନିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି । ୨୧ ବର୍ଷରୁ କମ ଝିଅ ମାନେ ଡ୍ୟାନ୍ସ ବାରରେ ନାଚ କରି ପାରିବେ ନାହିଁ ବୋଲି କୁହାଯାଇଥିବାବେଳେ ଦିନ ୧୨ ରୁ ରାତି ୧୨ ଖୋଲା ରହିବ ବାର ।

nis-ad
Leave A Reply

Your email address will not be published.