ବରଗଡ଼, ସେମିଳିଗୁଡ଼ାରେ ଜିଓ ଫାଇବର ସେବା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ସହରଗୁଡ଼ିକରେ ଦ୍ରୁତ ସମ୍ପ୍ରସାରଣ ଧାରା ଜାରି ରଖି ଦେଶର ଲୋକପ୍ରିୟ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଯୋଗାଣକାରୀ “ଜିଓଫାଇବର’ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ଏହାର ସେବା ଆରମ୍ଭ କରିଛି ।

– ନୂଆ ପୋଷ୍ଟପେଡ୍ ଗ୍ରାହକମାନଙ୍କ ପାଇଁ ଜିରୋ ଏଂଟ୍ରି ଫି’- ବିନା ଦେୟରେ ୧୦,୦୦୦ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଇଟଂରନେଟ୍ ବକ୍ସ (ଗେଟ୍‌ୱେ ରାଉଟର), ସେଟ୍ ଟପ୍ ବକ୍ସ ଓ ଇନଷ୍ଟଲେସନ୍‌

– ଅସୀମିତ ମନୋରଂଜନ ପ୍ରଦାନ କରୁଛି ଜିଓଫାଇବର୍ ଏଟଂରଟେନ୍‌ମେଂଟ୍ ବୋନାଞ୍ଜା

– ମାସକୁ ୧୦୦ରୁ ୨୦୦ ଟଙ୍କା ଅତିରିକ୍ତ ଦେଇ ବ୍ୟବହାରକାରୀ ୧୪ଟି ପର୍ଯ୍ୟନ୍ତ ଲୋକପ୍ରିୟ ଓଟିଟି ଆପ୍‌ରୁ ପସନ୍ଦର ବିଷୟବସ୍ତୁ ପାଇପାରିବେ

nis-ad
Leave A Reply

Your email address will not be published.