କୋରାପୁଟ ଜିଲ୍ଲାର ଦେଓଘାଟି ଠାରେ ବସ୍ ଦୁର୍ଘଟଣା, ୨ ମୃତ…

କୋରାପୁଟ : କୋରାପୁଟ ଦେଓଘାଟି ଠାରେ ବସ୍ ଓଲଟି ୨ ମୃତ ଘଟିଛି ଓ ଅନେକ ଲୋକ ଆହତ ହୋଇଛନ୍ତି ସୂଚନା ଅନୁଯାୟୀ ଅନ୍ନପୁର୍ନା ନାମକ ଘରୋଇ ବସ୍ ଜୟପୁର ଠାରୁ ଉଦୟଗିରୀ କୁ ଏକ ବାହାଘର ବରଯାତ୍ରୀ ନେଇ ବାହାରିଥିଲା। ହେଲେ ବି ବିଧୂର ବିଧାନ ଥୂଲା ଅଲଗା। ଜୟପୁର ଠାରୁ ମାତ୍ର ୭ ରୁ ୮ କିମି ବାଟ ଗଲା ପରେ ବସ୍ ଟି ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲର ସହ ପିଟି ହୋଇ ଓଲଟି ପଡିଥୂଲା।ଘଟଣା ସ୍ଥଳରେ ୨ ଜଣକଂର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ ଜଣ ଆହତ ହୋଇଥିବା ଜଣାପଡିଛି। ଆହତ ମାନଙ୍କୁ ଉଧାର କରି କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ରେ ଚିକିତ୍ସା ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ମିଳିଛି

nis-ad
Leave A Reply

Your email address will not be published.