କୌଣସି ସ୍ଥାନ କରୋନା ମୁକ୍ତ ନୁହେଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : କୌଣସି ସ୍ଥାନ କରୋନା ମୁକ୍ତ ନୁହେଁ । କିନ୍ତୁ ସବୁ ସ୍ଥାନରେ ପୂର୍ବ ପରି ବ୍ୟାପିବ ନାହିଁ । କିଛି କିଛି ସ୍ଥାନରେ କରୋନା ରହିବ । ଏହା ସହ ପୂର୍ବରୁ ଆଇଆଇଟି କହିଥିଲା ଜୁନରେ ଚତୁର୍ଥ ଲହର ଆସିବ । ଏବେ ଚତୁର୍ଥ ଲହର ଯଥେଷ୍ଟ କମ୍ ବୋଲି କହିଛନ୍ତି । ଯଦି ଏହା ଆସେ ବିଶେଷ ପ୍ରଭାବ ପକାଇବ ନାହିଁ ।

ଦୁଇ ଦିନ ତଳେ ଆସିଥିବା ତଥ୍ୟ କହୁଛି କରୋନା ଆକ୍ରାନ୍ତ ବର୍ତ୍ତମାନ ଗୁରୁତର ହେଉ ନାହାନ୍ତି । ଯେଉଁଠି କରୋନା ବାହାରେ ତାହାଲେ ସେଠାରେ ପଦକ୍ଷେପ ନିଆଯିବ । ଏହାସହ ଦିଲ୍ଲୀକୁ କରୋନା ଆସିବା ପ୍ରାୟ ମାସେ ହେଲାଣି । ହେଲେ ଏଯାଏ ରାଜ୍ୟରେ ଏହାର ପ୍ରଭାବ ପଡ଼ିନାହିଁ । ରାଜ୍ୟରେ ସିଭିଆରଟି ନାହିଁ, ହସ୍ପିଟାଲାଇଜେନ ନାହିଁ। ରାଜ୍ୟ ଏବେ ଭଲ ସ୍ଥିତିରେ ଅଛି। ତେଣୁ କୌଣସି ଆତଙ୍କିତ ହେବାର ନାହିଁ ବୋଲି କୁଯାଇଛି । ।

nis-ad
Leave A Reply

Your email address will not be published.