ଭୁବନେଶ୍ବରରେ ପହଞ୍ଚିଲା ଜର୍ମାନୀ ପୁରୁଷ ହକି ଟିମ

ଭୁବନେଶ୍ବର: ଭାରତ ବିପକ୍ଷ FIH ପ୍ରୋ ଲିଗ ମ୍ୟାଚ୍‌ ପାଇଁ ଓଡିଶାରେ ପହଞ୍ଚିଲା ଜର୍ମାନୀ ପୁରୁଷ ହକି ଟିମ (Germany Men’s team) । ଐତିହାସିକ କଳିଙ୍ଗ ହକି ଷ୍ଟାଡିୟମ ଭୁବନେଶ୍ବରରେ ଭାରତ ଓ ଜର୍ମାନୀ ମଧ୍ୟରେ ହାଇଭୋଲଟେଜ ମ୍ୟାଚ୍‌ ଖେଳାଯିବ । 

nis-ad
Leave A Reply

Your email address will not be published.