ଗଡ଼ିଲା କଣ୍ଟାବାଞ୍ଜି-ହାୱଡା ଇସ୍ପାତ ଏକ୍ସପ୍ରେସ୍ ଟ୍ରେନ୍

ପାଟଣାଗଡ: ଦିଲ୍ଲୀ, ମୁମ୍ବାଇ ପରେ ଏବେ କଣ୍ଟାବାଞ୍ଜିରୁ ସିଧାସଳଖ ହାୱଡାକୁ ଗଡ଼ିଲା ଏକ୍ସପ୍ରେସ ଟ୍ରେନ୍ । ଆଜି କଣ୍ଟାବାଞ୍ଜି ସହରବାସୀଙ୍କ ଦୀର୍ଘ ବର୍ଷର ଦାବି ପୂରଣ ହୋଇଛି । କଣ୍ଟାବାଞ୍ଜି ସହରରୁ ଇସ୍ପାତ ଏକ୍ସପ୍ରେସ୍ ଚାଲିଲା । ଏନେଇ ସ୍ଥାନୀୟ ରେଳ ଷ୍ଟେସନରେ ପୂର୍ବତନ ରେଳପଥ ସମ୍ବଲପୁର ଡିଭିଜନ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

nis-ad
Leave A Reply

Your email address will not be published.