ଏସଟିଏଫ ଟିମ ଦ୍ୱାରା ବାଘଛାଲ ଜବତ : ଜଣେ ଗିରଫ


ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧିନସ୍ଥ ଦାରିଙ୍ଗିବାଡ଼ି ଥାନା ଅନ୍ତର୍ଗତ ଦାବେରୀ ଗାଁ ରାସ୍ତା କଡରୁ ବନ ବିଭାଗ ର ଏସଟିଏଫ ଟିମ କୌଣସି ସୂତ୍ରରୁ ଖବର ପାଇ ବାଘ ଛାଲ ସହ ଘଟଣା ସ୍ଥଳରୁ ଦାରିିଙ୍ଗିବାଡ଼ି ଅଞ୍ଚଳର ପ୍ରଦୀପ ନାୟକଙ୍କୁ ଗିରଫ କରି ତଦନ୍ତ ଅବ୍ୟାହତ ଥିବା ବନ ବିଭାଗ ତରଫରୁ ଜଣା ପଡିଛି

nis-ad
Leave A Reply

Your email address will not be published.