ବିଏସଏଫ ପକ୍ଷରୁ ସ୍କୁଲ ପିଲାଙ୍କୁ ଚପଲ ବଣ୍ଟନ

ଚିତ୍ରକୋଣ୍ଡା(୬/୪) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ହନ୍ତାଳଗୁଡା ଠାରେ ଥିବା ନବମ ବାଟାଲିୟନ ବିଏସଏଫ ର ଏଫ କମ୍ପାନୀ ତରଫରୁ ହନ୍ତାଳଗୁଡା ସ୍କୁଲ ରେ ପଢ଼ୁଥିବା ଛାତ୍ର ଛାତ୍ରୀ ଙ୍କୁ ୭୧ ହଳ ଚପଲ ପ୍ରଦାନ କରାଯାଇଛି। ଆଜି ବିଏସଏଫ ( ଏଫ) କମ୍ପାନୀ କମାଣ୍ଡର ଅଜୟ ସିଂ,ଆସିଷ୍ଟାଣ୍ଟ କମାଣ୍ଡର ଯୋଗେନ୍ଦ୍ର ସିଂ ଓ ହନ୍ତାଳଗୁଡା ଠାରେ କାର୍ଯ୍ୟରତ ଅନ୍ୟ ଯବାନ ଙ୍କ ତରଫରୁ ସ୍କୁଲ ରେ ପାଠ ପଢ଼ୁଥିବା ସମସ୍ତ ୭୧ଜଣ ଛାତ୍ରଛାତ୍ରୀ ଙ୍କୁ ଚପଲ ଦିଆଯାଇଛି। ଆଗକୁ ଏପରି ଅନେକ କାର୍ଯ୍ୟକ୍ରମ କରାଯିବ ବୋଲି ଏଫ କମ୍ପାନୀ କମାଣ୍ଡର ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.