ନିର୍ବାଚନ ଆସିଲେ ସଭାପତି ଅସୁସ୍ଥ : ତାରା

ଭୁବନେଶ୍ୱର : ରାଜ୍ୟ କଂଗ୍ରେସରରେ ନେତୃତ୍ୱ ସଂଙ୍କଟ କଥା କହିଲେ ତାରା । ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ପ୍ରତିକ୍ରିୟା । ନିର୍ବାଚନ ଆସିଲେ ସଭାପତି ଅସୁସ୍ଥ ହୋଇପଡ଼ୁଛନ୍ତି, ଅର୍ଥ କାଢ଼ୁୂ ନାହାଁନ୍ତ ବୋଲି ତାରା କହିଛନ୍ତିି । ଆମେ ନେତୃତ୍ୱ ଅର୍ଥ ସଙ୍କଟର ସମ୍ମୁଖିନ ହେଉଛୁ ବୋଲି କହିଛନ୍ତି ତାରା ।

ନିରଞ୍ଜନ ଏକାଧିକ ଥା ଇସ୍ତଫା ଦେଲେଣି । ନେତୃତ୍ୱ ପରିବର୍ତ୍ତନ ଖୁବ୍‌ଶୀଘ୍ର ହେବ ବୋଲି ସେ କହିଛନ୍ତି । ନିର୍ବାଚନ ଆସିଲେ ସଭାପତି ଅସୁସ୍ଥ ବୋଲି ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି । ‘ ନିରଞ୍ଜନଙ୍କ ଜାଗାରେ କିଏ ସଭାପତି ହେବେ , ସେ ନଷ୍ପତ୍ତି ସୋନିଆ ଗାନ୍ଧୀ ନେବେ ବୋଲି ତାରା କହିଛନ୍ତି ।

nis-ad
Leave A Reply

Your email address will not be published.