କଟକରୁ ଧରାପଡ଼ିଲେ ଲୁଟେରା ଗ୍ୟାଙ୍ଗ : ୨୨ ସୁନା ଚେନ ଜବତ

କଟକ: ଚୌଦ୍ୱାର ଥାନା ପୋଲିସ ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ୨୨ଟି ସୁନା ଚେନକୁ ଜବତ କରାଯାଇଛି। ଏମାନେ ବ୍ୟବହାର କରୁଥିବା ଦୁଇଟି ପଲସର ବାଇକକୁ ଜବତ କରାଯାଇଛି। ଏହି ଲୁଟେରାମାନେ କଟକ ଓ ଭୁବନେଶ୍ୱର ଅଞ୍ଚଳରୁ ଲୁଟ କରୁଥିବା ଅଳଙ୍କାରକୁ ତରଲାଇ ବିକ୍ରି କରୁଥିଲେ।

ଲୁଟେରା ଗ୍ୟାଙ୍ଗର ମୁଖ୍ୟ ସୁବ୍ରତ ଭଟ୍ଟ ୩୧, ସହଯୋଗୀ ଦେବାଶିଷ ସ୍ୱାଇଁ ୨୫ ଓ ଶୁଭମ କୋକଟେ ୨୩ କୁ ପୋଲିସ ଗିରଫ କରିଥିବା ବଳେ କରିଥିବା ଅପରାଧକୁ ସ୍ୱୀକାର କରିଛନ୍ତି। ସୁବ୍ରତ ନାମରେ ୩୩ ଓ ଶୁଭମ ନାମରେ ୨୧ ଟି ମାମଲା ରହିଥିବା ଡି ସି ପି ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.