ରେଡ଼ିଓ ଦିବସରେ ୧୧ଶହ ଦିଆସିଲି କାଠିରେ ରେଡ଼ିଓ ତିଆରି କଲେ ଯୁବ ଶିଳ୍ପୀ

ପୁରୀ: ଆଜି ବିଶ୍ୱ ରେଡିଓ ଦିବସ । ଏହି ଅବସରରେ ସରକାରଙ୍କ ରେଡିଓଙ୍କ ବ୍ୟବହାର ବଢ଼ାଇବା ନିମନ୍ତେ ଉଦ୍ୟମକୁ ଶୁଭେଚ୍ଛା ଜଣାଇ ପୁରୀ କୁମ୍ଭାରପଡାର ଛାତ୍ର ଶାଶ୍ୱତରଞ୍ଜନ ସାହୁ ୧୧ ଶହ ଦିଆସିଲି କାଠିରେ ଆରଏଫ୍‌-୫୬୨ଡିଡି ରେଡିଓ ମଡେଲ ତିଆରିିଛନ୍ତି । ସେ କହିଛନ୍ତି, ଏହା କରିବାକୁ ତାଙ୍କୁ ପ୍ରାୟ ୩ ଦିନ ଲାଗିଛି ।

ଏହାର ଉଚ୍ଚତା ୮ ଇଞ୍ଚ ଓ ପ୍ରସ୍ଥ ୧୩ ଇଞ୍ଚ । ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମ ବିଭିନ୍ନ ମହଲରେ ରେଡିଓର ଆଦୃତିକୁ ବଢ଼ାଇଛି ।

nis-ad
Leave A Reply

Your email address will not be published.