ନେସନାଲ ଟିଚର ଆୱ୍ବାର୍ଡ ପାଇଁ ଯୋଗ୍ୟ ବିବେଚିତ ହେଲେ ଡ: ଦ୍ବିତୀଚନ୍ଦ୍ର ସାହୁ…

ଭୁବନେଶ୍ୱର : ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶୀକ୍ଷକ
ରାୟଗଡା ଜିଲ୍ଲା ପଦ୍ମପୁର ବିଜୟାନନ୍ଦ ହାଇସ୍କୁଲର ପୂର୍ବତନ ଛାତ୍ର, ସେଜଣେ ସୁ ସାହିତ୍ଯିକ ,ଗାଳ୍ପିକ ଡ: ଦ୍ବିତୀଚନ୍ଦ୍ର ସାହୁ ସର୍ବ ଭାରତୀୟ ନେସନାଲ ଶୀକ୍ଷକ ଆୱ୍ବାର୍ଡ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ଯାହାକୁ ନେଇ ତାଙ୍କ ଜନ୍ମମାଟି ପଦ୍ମପୁର ଆଜି ଗର୍ବିତ l କେବଳ ପଦ୍ମପୁର ନୁହଁ ରାୟଗଡା ଜିଲ୍ଲା ତଥା ଓଡିଶା ଆଜି ଗର୍ବିତ l ଓଡିଶା ଇତିହାସରେ ଅନୁସୁଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ଶିକ୍ଷକ ଭାବେଵ ନେସନାଲ ଟିଚର ଆୱ୍ବାର୍ଡ ପାଇବାରେ ଡ: ଦ୍ବିତୀଚନ୍ଦ୍ର ସାହୁ ଓଡିଶାର ପ୍ରଥମ ଶୀକ୍ଷକ ଅଟନ୍ତି l ସେ ବରିଷ୍ଠ ସାମ୍ବାଦିକ ତଥା ଓଡିଶା ରାଜ୍ୟ ସାମ୍ବାଦିକ ସଂଘ ର (SUJ) ର ଉପ ସଭାପତି କୀର୍ତିଚନ୍ଦ୍ର ସାହୁଙ୍କ ଭାଇ ଅଟନ୍ତି । ଦ୍ବିତୀ ଚନ୍ଦ୍ର ସାହୁଙ୍କୁ ରାଜ୍ୟର ବିଭିନ୍ନ ସ୍ତର ରୁ ଶୁଭେଛାର ସୁଅ ଛୁଟୁଛି l

nis-ad
Leave A Reply

Your email address will not be published.