ମାଲକାନଗିରି : ନିଉ ଆଲଙ୍କାର ଗହଣା ଦେକାନର ଲଟେରୀ ଉଠାଣ…

ମାଲକାନଗିରି :, ସୁନା ଗହଣା ତିଆରି ଏବଂ ବିକ୍ରିରେ ନିଜର ସୁନାମ ଅର୍ଜନ କରିଥିବା ନିଉ ଅଳଙ୍କାର ଦୀର୍ଘ ୧୦ ବର୍ଷୀରୁ ଉର୍ଦ୍ଧ ସମୟ ଧରି ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଛନ୍ତି l ଏକ ପ୍ରତିଷ୍ଠିତ ସୁନା ଦୋକାନ ହିସାବରେ ଜିଲ୍ଲା ତଥା ଜିଲ୍ଲା ବାହାରେ ନିଜର ସୁନାମ ଅର୍ଜନ କରିଛି l ସୁନାର ଶୁଦ୍ଧତା ଏବଂ ବି ଆଇ ଏସ ହଲ ମାର୍କ, କେ ଡି ଏମ
ଗହଣା ପାଇଁ ଲୋକଙ୍କର ଭରସା ପାଇଁ ପାରିଛି l ବିଭିନ୍ନ ପାର୍ବପର୍ବାଣି ଦଶହରା, ଧନ ତେରେଶ କିମ୍ବା ହିନ୍ଦୁ ନବବର୍ଷ ସମୟରେ ବିଭିନ୍ନ ନୂତନ ଡିଜାଇନ ଅଳଙ୍କାର ବିକ୍ରି ହେଉ କିମ୍ବା ନିଜର ମଧୁର ବ୍ୟବହାର ଦ୍ୱାରା ଗ୍ରହକଙ୍କ ମନ ଜିଣିଥାଏ ନିଉ ଅଳଙ୍କାର l ଗତ 13 ଅଗଷ୍ଟ 2021 ରୁ 31 ଡିସେମ୍ବର 2021 ପଯ୍ୟନ୍ତ ସୁବର୍ଣ୍ଣ ଉତ୍ସବ ନାମରେ ଏକ ଲଟେରୀ ଅୟୋଜନ ହୋଇଥିଲା l ପ୍ରତ୍ୟକ 5000 ଟଙ୍କାର ଜିନିଷ କିଣିବା ବାବଦରେ ଏକ ଲଟେରୀ କୁପନ ପ୍ରଦାନ କରାଯାଇଥିଲା l ଗତ 31 ତାରିଖ ଦିନ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଙ୍କ ସମ୍ମୁଖରେ ଏହି ଲଟେରୀ ଉଠାଣ କରାଯାଇଥିଲା l ସମୁଦାୟ 61 ଟି ପୁରଷ୍କାର ପାଇଁ ଏହି ଲଟେରୀ ଉଠାଣ କାଯ୍ୟକ୍ରମ ହୋଇଥିଲା l ପ୍ରଥମ ପୁରଷ୍କାର ଏକ ବୁଲେଟ ଜୟପୁର ପି ଭି ର ମୂର୍ତ୍ତି ନାମକ ବ୍ୟକ୍ତି ପାଇଁ ଥିବା ବେଳେ ଦ୍ୱତୀୟ ପୁରଷ୍କାର ଭାବେ ଏକ ସ୍କୁଟି ମାଲକାନଗିରି ସଦର ମହକୁମାର କବିତା ବୈରାଗୀ ନାମରେ ଫୁଟିଥିଲା ଏବଂ ତୃତୀୟ ପୁରଷ୍କାର ରିନା ପଣ୍ଡା ନାମକ ମହିଳାଙ୍କୁ ମିଳିଥିଲା l ଏହିଭଳି ସମୁଦାୟ 61 ଟି ପୁରଷ୍କାର ମଧ୍ୟରୁ 43 ଟି ପୁରଷ୍କାର ମାଲକାନଗିରି ଗ୍ରାହକଙ୍କୁ ମିଳିଥିଲା l ଦୋକାନ ମାଲିକ ଙ୍କ କହିବା ଅନୁସାରେ ଆମ ଗହଣା ଦୋକାନ ଦୀର୍ଘ ବର୍ଷ ଧରି ଗ୍ରାହକ ମାନଙ୍କୁ ସେବା ଯୋଗାଇବା ସହ ସରକାରୀ ନିୟମରେ ବିଭିନ୍ନ ଯୋଜନା ମନ ଲୋକମାନଙ୍କ ପାଇଁ ଉପଲବ୍ଧ କରାଇଥାଏ ଏଣୁ ଆମେ ଜନସାଧାରଙ୍କ ଆସ୍ଥା ଭାଜନ ହୋଇପାରିଛୁ l

nis-ad
Leave A Reply

Your email address will not be published.