ବ୍ରହ୍ମପୁର : ଫକୀର ମୋହନ ସେନାପତି ଓଡିଶା ସାହିତ୍ୟ ଜଗତ ର ଅମୁଲ୍ୟ ରତ୍ନ ଥିଲେ, ତାଙ୍କର ରଚିତ ଛ ମାଣ୍ ଆଣ୍ଠ ଗୁଣ୍ଠ, ରେବତୀ, ସୁନା ବୋହୁ, ଡାକ ମୁନୁସୀ, ଧୁଳିଆ ବାବା ଇତ୍ୟାଦି ଅନେକ ଉପନ୍ୟାସ ଆଜିବି ଅମୁଲ୍ୟ ରତ୍ନ ବୋଲି ଆଜି ପବିତ୍ର ମକର ସଙ୍କରାନ୍ତି ତାଙ୍କ ତିଥି ଅନୁଯାୟୀ ଜନ୍ମ ଜୟନ୍ତୀ ଅନ୍ତରଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ମହାନ ସଂଘ କାର୍ଯ୍ୟଳୟ ରେ ପାଳନ ଅବସରରେ ପ୍ରତିଷ୍ଠାନ ସଭାପତି ଶ୍ରଦ୍ଧାଞ୍ଜଳି ଦେବା ସହ ମାତବ୍ୟକ୍ତ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ପ୍ରଭାସିନୀ ପଣ୍ଡା, ପ୍ରକାଶ ଚନ୍ଦ୍ର ଭଜନୀ, ରିତାଞ୍ଜଳୀ ସ୍ୱାଇଁ, ପ୍ରଫୁଲ୍ଲ କୁମାର ପାତ୍ର,ପୁଷ୍ପାଞ୍ଜଳି ମହାପାତ୍ର,ଅଲେଖ ଦାସ, ଡ଼. ସୁରଜିତ ପାଣିଗ୍ରାହୀ, ଆଦିତ୍ୟ ନାରାୟଣ ରଥ, ତପନ ଜେ ପଣ୍ଡା ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ l ସେଶରେ ଶ୍ରୀମତୀ ନିବେଦିତା ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ l
Sign in
Sign in
Recover your password.
A password will be e-mailed to you.