ଲ୍ୟାଣ୍ଡଫଲ ପ୍ରକ୍ରିୟା ବିଳମ୍ବ ନେଇ ପ୍ରତିକ୍ରିୟା ରଖିଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା

ଭୁବନେଶ୍ବର: ଲ୍ୟାଣ୍ଡଫଲ ପ୍ରକ୍ରିୟା ବିଳମ୍ବ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ସେ କହିଛନ୍ତି, ୨ଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ପାଇଁ ଲ୍ୟାଣ୍ଡଫଲ ପ୍ରକ୍ରିୟା ବିଳମ୍ବିତ ହୋଇଛି। ଏହି ପ୍ରକ୍ରିୟା ସାଧାରଣଭାବେ ୬ରୁ ୮ ଘଣ୍ଟା ଲାଗିଥାଏ, କିନ୍ତୁ ଟିକେ ବିଳମ୍ବ ହୋଇଛି। ଏଣେ ଲ୍ୟାଣ୍ଡଫଲ୍ ପରେ ଏହା ଧାମରାର ଉତ୍ତର ପଶ୍ଚିମ ଦିଗରେ ଗତି କରି କ୍ରମଶଃ ଦୁର୍ବଳ ହୋଇ ଅବପାତର ରୂପ ଧାରଣ କରିବ।

nis-ad
Leave A Reply

Your email address will not be published.