ପୁରସ୍କାର ପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଛି…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗତ ୧୫/୦୯/୨୦୨୪ ରିଖ ଦିନ ଆମ ଓଡ଼ିଶା ସମ୍ବାଦ ତରଫରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରତି ଜୋଗିତା ଅନୁଷ୍ଠିତ ହୋଇଥିଲା ! ଉକ୍ତ ପ୍ରତି ଯୋଗୀତାରେ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଶ୍ରୀ ଦିପମ ବାରିକ, ଶ୍ରୀ ସର୍ଜନା ଅହିର ଓ ଛାତ୍ରୀ ସୁବାନି ସୂରିନ ଉପକୃତ ହୋଇ ଥିବାରୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରିବା ସହିତ ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ କାମନା କରିଥିଲେ ! ଏହି କାର୍ଯ୍ୟକ୍ରମରେ ଅଭିଭାବକ ଓ ଶିକ୍ଷକ ଓ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କ ଭୟସି ପ୍ରଶଂସା କରିଥିଲା !

nis-ad
Leave A Reply

Your email address will not be published.