ଆସିକା ଓକିଲ ସଂଘ ପକ୍ଷରୁ ନୂତନ ଆଇନ ଉପରେ ଆଲୋଚନାଚକ୍ର

ଆସିକା ୨୧/୦୭/୨୪ : ଆସିକାର ଓକିଲ ସଂଘ ପକ୍ଷରୁ ଦେଶରେ ପ୍ରଚଳିତ ନୂତନ ଆଇନ ପ୍ରଣୟନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଓକିଲ ସଂଘ ର ସଭାପତି ସଭାପତି ସୁଧାଂଶୁ ଶେଖର ପଣ୍ଡାଙ୍କ ଅଧକ୍ଷତାରେ ମାନ୍ୟବର ବିଚାରପତି ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ପ୍ରବୀର କୁମାର ଚୌଧୁରୀ,ସବଜର୍ଜ ସୌଦାମିନି ବିଶ୍ଵାଳ, ମୁନସିବ ଝିଲି ଲୀନା ନାୟକ, ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ମୋନାଲି ବେହେରା,ଉପଖଣ୍ଡ ଅରକ୍ଷୀ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର,କୋଟିନଡ଼ା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସାହା, ଓକିଲ ସଂଘ ଉପସଭାପତି ପ୍ରଭାତ କୁମାର ପାଢ଼ୀ, ସମ୍ପାଦକ ବିଦେଶୀ ନାହକ,କୋଷାଧ୍ୟକ୍ଷ ସନ୍ତୋଷ କୁମାର ମିଶ୍ର, ରବିନ୍ଦ୍ର କୁମାର ପାତ୍ର, ସୁରେନ୍ଦ୍ର ନାଥ ପଣ୍ଡା, ସରୋଜ କୁମାର ତ୍ରିପାଠୀ ସର୍ ତେନ୍ଦୁ ପଣ୍ଡା, ଅଜିତ ପଟ୍ଟନାୟକ, ସୁଧାଂଶୁ ପାଣିଗ୍ରାହୀ, ଜୀ ସୂର୍ଯ୍ୟ ପ୍ରକାଶ ରାଓ, ଦେବରାଜ ମିଶ୍ର, ସୀମାଞ୍ଚଳ ମହାରଣା, ହର୍ସ ରଞ୍ଜନ ପାଢ଼ୀ, ରାଜେନ୍ଦ୍ର କୁମାର ପାତ୍ର, ନୀଳାମ୍ବର ବେହେରା, ପ୍ରମୁଖ ଉପସ୍ଥିତ ଥିଲେ l

ଆଜିର ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ବୁଦ୍ଧିଜୀବୀ ମାନଙ୍କୁ ଭାରତ ସରକାର ଙ୍କ ନୁଆଁ ଆଇନ ଉପରେ ତର୍ଜମା, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ଆଇନ, ଭାରତୀୟ ସlକ୍ଷ୍ୟ ନିୟମ ଉପରେ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟ ପୂର୍ବତନ ସମ୍ପାଦକ ନାରାୟଣ ମୁନି,ଅଜିତ ନାୟକ, ଅଜିତ ମୁନି, ରୁଦ୍ର ପାଣିଗ୍ରାହୀ, ଶିବ ଶଙ୍କର ପାତ୍ର,ହୃଦାନନ୍ଦ ଜେନା,ବରିଷ୍ଠ ଆଇନ ଜୀବି ଭାସ୍କର ସ୍ୱାଇଁ, ସୁଧୀର କୁମାର ତ୍ରିପାଠୀ, ଭି. କୋଖନ ରାଓ, ନିର୍ମଳ କୁମାର ଦାସ,ମଧୁସ୍ମିତା ନାୟକ, ସଂଯୁକ୍ତା ପୃଷ୍ଟି,ସଂଗୀତା ମୁନି,ପ୍ରମୁଖ ଉପସ୍ଥିତ ରହି ଆଲୋଚନାଚକ୍ର ରେ ଅଂଶ ଗ୍ରହଣ କରିଥିଲେ l ଶେଷରେ କୋର୍ଟ ପରିସରରେ ମାନ୍ୟବର ବିଚାରପତି ମାନଙ୍କ ଦ୍ୱାରା ମହକିଲ ପରାମର୍ଶ କକ୍ଷକୁ ମଧ୍ୟ ଉଦଘାଟନ କରିଥିଲେ l

nis-ad
Leave A Reply

Your email address will not be published.