ମାଁ ରାମାୟଣୀ ମା’ଙ୍କ ଠାକୁରାଣୀ ଯାତ୍ରା : ଆଜି ବିଦାୟ ନେବେ ମା

ଛତ୍ରପୁର : ଯାତ୍ରା ର ଶେଷ ଦିବସରେ ମାଁ ରାମଚଣ୍ଡୀ ମନ୍ଦିର ପୂଜା କମିଟି ତରଫରୁ ୫ ହଜାର ଭକ୍ତଙ୍କ ପାଈଁ ପ୍ରସାଦ ବଣ୍ଟନ ଓ ଦାରୁବ୍ରହ୍ମ ଭଜନ ସମାରୋହ ତରଫରୁ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଛତ୍ରପୁର ମଝିବଜାର ର ସୁଲଭ ଗ୍ରୋସେରୀ ଦୋକାନ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ରୂପେ ଛତ୍ରପୁର ର ପୂର୍ବତନ ବିଧାୟକ ତଥା, ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ର ମାନ୍ୟବର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ,ଗଞ୍ଜାମ ଜିଲ୍ଲା ର ପୂର୍ବତନ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତଥା ବର୍ତମାନ ଭୁବନେଶ୍ୱର BMC ର ଡେପୁଟି କମିଶନର ଶ୍ରୀ ବିନୋଦ କୁମାର ବେହେରା, ଛତ୍ରପୁର ସରକାରୀ ITI ର ପ୍ରିନସିପାଲ ଶ୍ରୀ ପ୍ରିୟବ୍ରତ ପଣ୍ଡା,ସରକାରୀ APP ଶ୍ରୀ ରାଜେଶ ମିଶ୍ର,ମନ୍ଦିର ଟ୍ରଷ୍ଟି ଶ୍ରୀ ଲଷ୍ମୀନୃସିଂହ ପଣ୍ଡା, ପରିଚାଳନା କମିଟିର ସଭାପତି ଶ୍ରୀ ପ୍ରଶାନ୍ତ ନାୟକ, ସମ୍ପାଦକ ଶ୍ରୀ ରବୀନ୍ଦ୍ର ପଣ୍ଡା, ଉପସଭାପତି ଶ୍ରୀ ଖିରୋଦ ସାହୁ, ସଂଯୋଜକ ଶ୍ରୀ କମଲ ପଣ୍ଡା, ସହ ସଂଯୋଜକ ଶ୍ରୀ ତୁଷାର ଶତପଥି,ଶ୍ରୀ ଜୀବନ ମହାରଣା, ପୂଜା କମିଟି ର ଉପଦେଷ୍ଟା ଶ୍ରୀ କେ ସତ୍ୟନାରାୟଣ ରେଡ୍ଡୀ, ଶ୍ରୀ ତ୍ରିପତି ବାଲାଜୀ ମିଶ୍ର, ଶ୍ରୀ ସେନ୍ତୋଷ ମିଶ୍ର, ପୂଜାକାମିଟି ସଭାପତି ତଥା କରପଡା ସରପଞ୍ଚ ଶ୍ରୀ ଅଜୟ ନାୟକ,କାର୍ଯ୍ୟକାରୀ ସଭାପତି ଶ୍ରୀ ଦିବାକର ନାୟକ, ପୁରୀ ର ହୋଟେଲ Soms ର ମାଲିକ ତଥା ପୂଜା କମିଟିର ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ(ମହାରାଜ), ଓ ପୂଜା କମିଟି ସମସ୍ତ ସଦଶ୍ୟ ଉପସ୍ଥିତ ରହି ପ୍ରାସାଦ ବଣ୍ଟନ କରିଥିଲେ l

nis-ad
Leave A Reply

Your email address will not be published.