ମାଲକାନଗିରି : ମାଲକାନଗିରି ଜିଲ୍ଲାର ପୁସୁଗୁଡା ଗ୍ରାମରେ କେନ୍ଦୁପତ୍ର ଫଡିରେ କେନ୍ଦୁ ଶୁଖେଇବାକୁ କିଛି ଶିଶୁ ଙ୍କୁ ନିୟୋଜିତ କରିଥିବା ଦେଖିବାକୁ ମିଳିଥିଲା l ଉକ୍ତ ଘଟଣା ସର୍ବ ପ୍ରଥମେ ନିଶର୍ତ ଖବର ରେ ପ୍ରକାଶିତ ହୋଇଥିଲା । ଏହି ଖବରକୁ ନେଇ ସାମାଜିକ ସଂଗଠନ ଇଣ୍ଟେରଣସନଲ ହ୍ୟୁମାନ ରାଇଟ୍ସ କମିଶନ ର ରାଜ୍ୟ ସଭାପତି ଶିବ ସୁନ୍ଦର ସ୍ୱାଇଁ ଏକ ଚିଠି ଚାଇଲଡ ୱେଲଫେର କମିଟି କି ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଥିଲେ l ଯାହାକୁ ନେଇ cwc,. dcpo ଓ ALO ମିଳିତ ଭାବେ ପୁସୁଗୁଡା ଗ୍ରାମ କୁ ଯାଇ ଯାଞ୍ଚ କରିଥିଲେ l ଯାଞ୍ଚ କରି ଜାଣିବାକୁ ପାଇଥିଲେ ସେଠାରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିଲେ l 16ଜଣ ଶିଶୁ ମଧ୍ୟ ରୁ 15ଜଣ ନା ବାଳକ ଓ ଜଣେ ନା ବାଳିକା ସେଠାକାର ଗାର୍ଡ (ମୁନସୀ ) ଉକ୍ତ ଶିଶୁ ଙ୍କୁ ନିୟୋଜିତ କରିଥିଲେ l CWC ଏହା କୁ ଯାଞ୍ଚ କରି ଜିଲ୍ଲା ଶ୍ରମ କମିଶନର ଙ୍କୁ ଏକ ଚିଠି (lletter no 174/cwc/mkg/2024) ମାଧ୍ୟମରେ ଜଣାଇଦେଇଛନ୍ତି l ଦେଖିବାକୁ ବାକି ରହିଲା ଜିଲ୍ଲା ଶ୍ରମ କମିଶନର କେବେ ଏହାକୁ କାର୍ଯ୍ୟକାରୀ କରିବେ l
Sign in
Sign in
Recover your password.
A password will be e-mailed to you.
Prev Post