ସନ୍ଦେହ ଜନକ ଅବସ୍ଥାରେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର…

ଓଡିଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଭାଡ଼ିକିଳା ହରିଜନ ସାହିରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ପୁଲିସ୍ ଉଦ୍ଧାର କରିଛି । ମୃତକ ମହିଳା ଜଣଙ୍କ ଭାଡ଼ିକିଳା ହରିଜନ ସାହି ମିଟୁ ଦାସ ଙ୍କ ସ୍ତ୍ରୀ ପୂଜା ଦାସ । ସ୍ବାମୀ ମିଟୁ ଦାସ ବାହାର ରାଜ୍ୟରେ କାମ କରୁଥିବା ବେଳେ ମହିଳା ଜଣଙ୍କ କେଉଁ କାରଣରୁ ଝୁଲନ୍ତା ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ତାହା ଅସ୍ପଷ୍ଟ ରହିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟଫିକ ଟିମ୍ ସହିତ ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.