ଓଡ଼ଗାଁ ଓ ତାର ଆଖପାଖ ଅଞ୍ଚଳରେ ହାତୀ ଉପଦ୍ରବ

ଓଡ଼ଗାଁ : ଦୀର୍ଘ ଦିନ ଧରି ଓଡ଼ଗାଁ ଓ ତାର ଆଖପାଖ ଅଞ୍ଚଳରେ ହତୀ ଉପଦ୍ରବ ଦେଖିବାକୁ ମିଳୁଛି। ଜଙ୍ଗଲ ର ହାତୀ ଖାଦ୍ୟ ଅନ୍ୱେଷଣ ରେ ଜନବସତି ମୁହଁ। । ଏହାଦ୍ବାରା ଓଡ଼ଗାଁ ଓ ତାର ଆଖପାଖ ଅଞ୍ଚଳରେ ଭୟ ର ବାତାବରଣ ଦେଖାଯାଇଛି। ଲୋକ ମାନଙ୍କର ଧାନ ଫସଲ ସହିତ ଅନ୍ୟାନ୍ୟ ଫସଲ କୁ ହାତୀ ଖାଇବା ଓ ନଷ୍ଟ କରିବାଦ୍ୱାରା ଚାଷୀ ମାନେ ବହୁତ ଅସୁବଧାର ସମ୍ମୁଖୀନ ହେଉଛନ୍ତି। ହାତୀ ଉପଦ୍ରବ ଯୋଗୁଁ ବିଦ୍ୟୁତ୍ ସଂଯୋଗ ବାଧାପ୍ରାପ୍ତ ହେବାଦ୍ବାରା ଲୋକମାନେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଜଙ୍ଗଲ ବିଭାଗର କର୍ମଚାରୀ ମାନେ ହାତୀ ଘଉଡାଇବା ପାଇଁ କୌଣସି ପଦକ୍ଷପ ନେଇନଥିବାରୁ ସ୍ଥାନୀୟ ଅଞ୍ଚଳ ରେ ଆସୋନ୍ତୋଷ ଦେଖାଦେଉଛି।

nis-ad
Leave A Reply

Your email address will not be published.