ଭାରସାମ୍ୟ ହରାଇ ଓଲଟିଲା ଟ୍ରକ : ଡ୍ରାଇଭର ଆହତ

ଛତ୍ରପୁର : ଛତ୍ରପୁର ନିକଟ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ l ଡ୍ରାଇଭର ଆହତ l ଗତ କାଲି ବିଳମ୍ବିତ ରାତ୍ରରେ କୋଲକତା ରୁ ତାମିଲନାଡୁ ଅଭିମୁଖେ ଯାଉଥିବା ଟି ଏନ ଏ ଡବ୍ଲୁ 2350 ନମ୍ବର ବିଶିଷ୍ଠ ଏକ ଲୁହା କଏଲ ବୋଝେଇ 14 ଚକିଆ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଛି l ଫଳରେ ଡ୍ରାଇଭର ତାମିଲନାଡୁ ଅଂଚଳର ବସିର ମହମ୍ମଦ ଆହତ ହୋଇଛନ୍ତି l

nis-ad
Leave A Reply

Your email address will not be published.