ଝାରଖଣ୍ଡ ରାଜ୍ୟର ବାସିନ୍ଦା ହେବା ପାଇଁ ବାଧ୍ୟ ହେବେ ରୋଚାକନା ଗ୍ରାମ ବାସୀ : ଦାଇ ରହିବେ ଜିଲ୍ଲା ପ୍ରଶାସନ ଏବଂ ଓଡିଶା ସରକାର…!

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅଧୀନରେ ଥିବା ମୋଝାପଡ଼ା ପଞ୍ଚାୟତ ଅନ୍ତର୍ଗତ ରୋଚାକୋନା ଗ୍ରାମ ଦେଇ ଝାରଖଣ୍ଡ ରାଜ୍ୟର ଛିଡାନଦୀ ବହୁଛି ! ଏହି ଗ୍ରାମରେ ବସ ବାସ କରୁଥିବା ୧୦୦ ପରିବାର ଲୋକଙ୍କ ଜୀବନ ମରଣ ଜନ୍ତ୍ରା ପାଲଟିଛି !ସ୍ଥାନୀୟ ଲୋକଙ୍କର ସୂତ୍ରରୁ ପ୍ରକାଶ ଯେ ପ୍ରତୀକ ବର୍ଷ ୩ ରୁ ୪ ଜଣ ଲୋକ ଏହି ଛିଡାନଦୀରେ ଭାଷୀ ଯାଇ ପ୍ରାଣ ହରାଇବା ସହ ସୂଚନା ଅନୁଯାୟୀ ଏହି ଗ୍ରାମରେ ବିଦ୍ୟାଳୟ ଥାଇ ଛୁଆମାନେ ଅପାଠୁଆ ହୋଇ ରହିଛନ୍ତି ! ଗର୍ଭବତୀ ମହିଳା ମାନେ ନିଜର ଘରରେ ପ୍ରସବ ହେବାରୁ ମାଁ ଓ ଶିଶୁଙ୍କ ଜୀବନ ମଧ୍ୟ ଯାଉଛି ! ଗାଁରେ ରୋଗ ହେଲେ ସ୍ବାସ୍ଥ୍ୟ ସେବା ପହଞ୍ଚି ପାରୁ ନାହିଁ ! ବୋ ଜଙ୍ଗଲର ଚେରମୂଳ ଗୁଣିଆ ଉପରେ ନିର୍ଭର କରନ୍ତି !ଯଦି ଭଳାହେଲା ନହେଲେ ମୃତ୍ୟୁ ନିଶ୍ଚିନ୍ତ ! ହାଟ ବଜାର ଯିବାଆସିବା ପାଇଁ ମଧ୍ଯ ବାଟ ନାହିଁ ! ନିରାକରଣ ପାଇଁ ଓଡିଶା ସରକାରଙ୍କୁ ବାରମ୍ବାର ଅନୁରୋଧ କଲେ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲପାଳରୁ ନେଇଁ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ଉପଜିଲ୍ଲପାଳ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ,ବୀରମିତ୍ରପୁର ତହସିଲଦାର, କୁଆଁରମୁଣ୍ଡା ଉନୟନ ଅଧିକାରୀ ଓ ସୁନ୍ଦରଗଡ଼ ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାଏକ ଓଡ଼ିଶା ସରକାର ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ମଧ୍ଯ ୧୦ ବର୍ଷରୁ ଉର୍ଦ୍ଧ ହେବ ଦାବିପତ୍ର ତଥା ଗ୍ରିଭାଂଶ ଦରଖାସ୍ତ କରାଯାଉଛି ! କିନ୍ତୁ ଜିଲ୍ଲାପାଳଙ୍କୁ ତଥା ଅନ୍ୟ ବିଭାଗୀୟ ଅଧିକାରୀନକୁ ବାରମ୍ବାର ସାକ୍ଷାତ କରିବା ପାଇଁ ଦରଖାସ୍ତ କାରି ବହୁ ଖର୍ଚାତ୍ମ ହୋଇରାଣ ହେଉଥିବା ସତ୍ତ୍ବେ କେହିବି ଦୃଷ୍ଟି ଦେଉନାହାନ୍ତି ! ଓଡ଼ିଆ ମୁଖ୍ୟମନ୍ତ୍ରୀ ଭାରତ ବର୍ଷର ପ୍ରଥମ ମୁଖ୍ୟମନ୍ତ୍ରୀ ଉପାଧି ପାଆନ୍ତି ଓଡିଶାର ଚତୁର୍ଦ୍ଦିଗରେ ବିକାଶର ନାରା ପ୍ରସାରିତ କରିବା ବେଳେ କୁଆଁରମୁଣ୍ଡା ବ୍ଲକର ଅନ୍ତର୍ଗତ ରୋଚାକନା ବିକାଶକୁ ସରକାର ଭୂଳିଯାଇଛନ୍ତି ! ପୋଲ ନିର୍ମାଣ ଏବଂ ଲୋକ ମାନେ ମୌଳିକ ସୁବିଧାରୁ ବଂଚିତ ହେଉଥିବା ବେଳେ ଗ୍ରାମବାସୀଙ୍କ ଗୋଟିଏ ଦାବି ଦାଣ୍ଡପାଣି ରୁ ରୋଚାକନା ରାସ୍ତା ନିର୍ମାଣ ସହ ଛିଡା ନଦୀରେ ସ୍ଥାୟୀ ପୋଲ ନିର୍ମାଣ, ଯଦି ଦାବି ପୂରଣ ନହେଲେ:- ରାଶନ କାର୍ଡ,ଭୋଟର କାର୍ଡ,ଆଧାର କାର୍ଡ, ବିଯୁସ୍ୱାସ୍ଥ କର୍ଡକୁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଜାମା କରି ଝାରଖଣ୍ଡ ରାଜ୍ୟର ବାସିନ୍ଦା ହେବା ପାଇଁ ବାଧ୍ୟ ହେବୁ ! ଏଥିପାଇଁ ଜିଲ୍ଲାପାଳ ଏବଂ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଭାବରେ ଦାଇରହିବେ ବାଲି ଗ୍ରାମ ବାସୀ ମାନେ ଚେତାବନୀ ଦେଇଛନ୍ତି !

nis-ad
Leave A Reply

Your email address will not be published.