ଅବକାରୀ ଓ ପୋଲିସ ଚଢ଼ାଉରେ ୫୦ କେଜି ମହୁଲ ପୋଚ ନଷ୍ଟ..!

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ରାଏବୋଗା ଥାନା ଅଧୀନରେ ଥିବା ଗୋପୁର ନଦି କୂଳରେ ଆଜି ଅବକାରୀ ଓ ରାଏବୋଗା ପୋଲିସଙ୍କ ମିଳିତ ଚଢାଉରେ ୫୦ କେଜି ମହୁଲ ପୋଚ ନଷ୍ଟ କରିଛନ୍ତି | ସୂଚନା ଅନୁଯାୟୀ କୋଣସି ସୂତ୍ରରୁ ଖବର ପାଇଁ ଆଜି ରାଏବଗା ପୋଲିସ ଓ ଅବକାରୀ ପୋଲିସ ଗୋପୂର ନଦି କୂଳକୁ ପହଞ୍ଚି ମଦ ଖଜା ଖୋଜି କରିବା ପରେ ନଦୀ ଭିତରୁ ୫୦ କେଜି ମହୁଲ ପୋଚ ପାଇଥିଲେ | ମହୁଲ ପୋଚ କୁ ଜବତ କରିବା ପରେ ସମସ୍ତ ପୋଚକୁ ନଦୀରେ ନଷ୍ଟ କରିଥିବା ସୂଚନା ମିଳିଛି |

nis-ad
Leave A Reply

Your email address will not be published.