ଘୁମୁସର ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ଦ୍ୱାରା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କୁଶପୁତ୍ତଳିକା ଦାହ

ବେଗୁନିଆପଡା : ଘୁମୁସର ସାଂଗଠନିକ ଜିଲ୍ଲା ବିଜେପି ମହିଳା ମୋର୍ଚା ଦ୍ୱାରା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଙ୍କ କୁଶପୁତ୍ତଳିକା ଦାହକରାଯାଇଛି ବିହାର ବିଧାନସଭା ରେ ମହିଳା ଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପ୍ରତିବାଦ ରେ ଆଜି ସନ୍ଧ୍ୟା ୭ ଘଟିକା ସମୟରେ ସ୍ଥାନୀୟ ବେଗୁନିଆପଡା ବ୍ଳକ ଠାରେ ଏକତ୍ରିତ ହୋଇ ନୀତିଶ କୁମାର ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି I ଘୁମୁସର ଜିଲ୍ଲା ବିଜେପି ମହିଳାମୋର୍ଚା ସଭାନେତ୍ରୀ ମିରିବାଇ ଦେଓ ଙ୍କ ସମେତ ଅନେକ ମହିଳା କର୍ମୀ ଉପସ୍ଥିତ ଥିଲେ I

nis-ad
Leave A Reply

Your email address will not be published.