କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ହେଲେ ଅଜୟ କୁମାର ମହାରଣା

ହିଞ୍ଜିଳିକାଟୁ ୫/୧୧ : କନ୍ଧମାଳ ଜିଲ୍ଲାର ଓ ନିର୍ବାଚନମଣ୍ଡଳୀ ଫୁଲବାଣୀ, ଜି. ଉଦୟଗିରି ଓ ବାଲିଗୁଡା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ଦଳର ସଂଗଠନକୁ ଆହୁରି ମଜଭୁତ କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ 10 ଜଣ ନେତାଙ୍କୁ ମଧ୍ୟ ବଡ଼ ଦାୟିତ୍ୱ ଦେଇଛନ୍ତି । ସେଥ୍ ମଧ୍ଯରେ ଅଜୟ ମହାରଣାଙ୍କୁ ବାଲିଗୁଡ଼ା ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ନବୀନ ପଟନାୟକ ।ବିଜେଡି ସଭାପତିଙ୍କ ଅନୁମୋଦନ କ୍ରମେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଏନେଇ ଅଜୟ କୁମାର ମହାରଣା ମୁଖ୍ୟମନ୍ତ୍ରୀ ଓ ସମ୍ପାଦକ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

nis-ad
Leave A Reply

Your email address will not be published.