ଟଙ୍କା ଲୁଟିବାରେ ମାହିର ନିମାପଡା NAC…


ନିମାପଡା -: ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବାଟମଣା କରୁଛନ୍ତି NAC ର କର୍ମ କତା ମାନେ କଁଅଁଳ କଥା କହି ନିମାପଡା ବାସିନ୍ଦା ମାନଙ୍କୁ ଭୁଆଁ ବୁଲାଉଛନ୍ତି ଆଉ ନିଜେ ମାଲା ମାଲ ହଉଛନ୍ତି, ଯାହା କହୁଛନ୍ତି କାମରେ ସମ୍ପୂର୍ଣ ଓଲଟା, ରାଜ୍ୟ ସରକାର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ରାଜକୋଷ ରୁ ଦେଉଥିବା ବେଳେ ଆମ NAC ଅଫିସର ମାନେ ତାକୁ ଲୁଟିବାରେ ମାହିର, ନିମାପଡା ର ଡ୍ରେନେଜ ପାଈଁ ପ୍ରତେକ ବର୍ଷ ଟଙ୍କା ଆସିଥାଏ କାମ ପାଇଁ, ପୁଣି ସରକାରଙ୍କ ର ମାଳ ମାଳ ଯୋଜନା ସେ ସବୁ କାହା ସ୍ୱାର୍ଥରେ, ନିମାପଡା ଡେ଼ଲି ପରିବା ମାରକେଟ ପଛ ସବୁ ଆଡେ ଅଳିଆ ଆବର୍ଜନା ମଦ ବୋତଲ ମାଳ ମାଳ ହୋଇ ପଡିଵା, ପାଟପୁର ସଙ୍କୁଆ ଗହିରି ଠାରୁ ଘଣ୍ଟି ବ୍ରିଜ ପାଖରେ ଥିବା Nac ର ଥିବା ଅଳିଆ ଜୈବିକ କୁଣ୍ଡ ଯାଏ ଷ୍ଟ୍ରିଟ ଲାଇଟ ଖରାପ ହେଇ ଯିବା ପରେ କାମ ନହେବା ଯାହା ଫଳରେ ସେଇ ରାସ୍ତା ରେ ଅଧିକ ରୁ ଅଧିକ କ୍ରାଇମ୍ ବଢ଼ିବାରେ ଲାଗିଛି, ଠିକ ସେ ଡ୍ରେନ ସଫା ନ କରିବା ଦ୍ୱାରା ବର୍ଷା ଦିନେ ପାଣି ନଯାଇ ଥାନା ସମୁଖରେ ଆଣ୍ଠୁଏ ପାଣି ତା ସହିତ ନିମାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ରାସ୍ତା ରେ ପାଣି ଜମିବା ତା ସହିତ ଅନେକ ଜେଗାରେ ଡ୍ରେନେଜ ଅସୁବିଧା ହେଉଛି,ଏହା ସତ୍ୱେ ନିମାପଡା ଉଠା ଦୋକାନୀ ଠାରୁ ଓ ନୂତନ କରି ଖୋଲିଥିବା ଭେଣ୍ଡିଂଜୋନ ରୁ ଯେଉଁ ଟଙ୍କା ଆଣୁଛନ୍ତି ଅଫିସର ମାନେ ତାକୁ ନିଜ ପକେଟ କୁ ନେଉଛନ୍ତି ତା ସହିତ ଆମ ସରକାର ପ୍ରତି ବର୍ଷ ଯୋଉ ଉନ୍ନତି କରଣ ପାଈଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଦେଉଛନ୍ତି NAC ର ଅଫିସର ମାନେ ଆଉ ଠିକାଦାର ମାନେ ମଧୁ ଚନ୍ଦ୍ରିକା ଭାବ ରଖୀ ଟଙ୍କା ବାଟ ମଣା କରିବା ଅଭି ଯୋଗ ହେବାରେ ଲାଗିଛି

nis-ad
Leave A Reply

Your email address will not be published.